ETV Bharat / city

ଲକଡାଉନ ପ୍ରଭାବ: ହୋଟେଲରେ ହେଉନି ବେପାର, ଚିନ୍ତାରେ ମାଲିକ

author img

By

Published : Jul 17, 2020, 12:46 PM IST

ହୋଟେଲ ମାଲିକଙ୍କ ଉପରେ ଦାଉ ସାଜୁଛି ଲାକଡାଉନ। ପରିବାର ପ୍ରତିପୋଷଣ ପାଇଁ ବଢୁଛି ଚିନ୍ତା। ଅଧିକ ପଢନ୍ତୁ...

hotel business down due to lockdown in bhubaneswar
ଲକଡାଉନ ପ୍ରଭାବ : ହୋଟେଲରେ ହେଉନି ବେପାର, ଚିନ୍ତାରେ ମାଲିକ

ଭୁବନେଶ୍ବର: କୋରୋନା ଦୋହଲାଇ ଦେଇଛି ଜୀବନଜୀବିକା । ପେଟପାଟଣା ଚିନ୍ତାରେ ଭୁବନେଶ୍ବରର ହୋଟେଲ ମାଲିକ । ଲକଡାଉନ ଓ ପରେ ସଟଡାଉନ ଏଭଳି ଭାବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି । ଆଉ ଯାହାର ସିଧାସଳଖ ପ୍ରଭାବ ରାସ୍ତା କଡରେ ଥିବା ଛୋଟ ହୋଟେଲ ମାଲିକଙ୍କ ଉପରେ ପଡୁଛି । ଦୋକାନ ଖୋଲୁଛି ସତ ହେଲେ ବେପାର ଆଗପରି ହେଉନି ।

ଏପରିକି, ହୋଟେଲରେ ବସିକି ଖାଇବାର ଅନୁମତି ନ ଥିବା ବେଳେ ପାର୍ସଲ ବ୍ୟବସ୍ଥା କରୁଛନ୍ତି ହୋଟେଲ ମାଲିକ । କୋରୋନା ଭୟରେ ହୋଟେଲକୁ ଗ୍ରାହକ ଆସୁ ନାହାଁନ୍ତି । ଫଳରେ ହୋଟେଲରେ କର୍ମଚାରୀଙ୍କୁ ମଧ୍ୟ ରଖୁ ନାହାଁନ୍ତି ମାଲିକ । ପୂର୍ବରୁ 8 ହଜାର ଟଙ୍କା ବେପାର ହେଉଥିବା ବେଳେ ଏବେ 2ରୁ 3 ହଜାର ଟଙ୍କା ବେପାର ହେଉଥିବା କହିଛନ୍ତି ଦୋକାନୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.