ETV Bharat / city

ନାରୀ ସୁରକ୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଚିଠି - ନାରୀ ସୁରକ୍ଷା ନେଇ ଚିଠି ଲେଖିଲା କେନ୍ଦ୍ରଗୃହ ମନ୍ତ୍ରଣାଳୟ

ବଢୁଥିବା ନାରୀ ନିର୍ଯ୍ୟାତନା ଓ ଅତ୍ୟାଚାରକୁ ନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଶାସନ ବ୍ୟବସ୍ଥାରେ କୋଠର ହେବାକୁ ନିର୍ଦ୍ଦେଶ ଦେଲେ ଗୃହମନ୍ତ୍ରଣାଳୟ ।

home minister letter to state secretariat
ନାରୀ ସୁରକ୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲା କେନ୍ଦ୍ରଗୃହ ମନ୍ତ୍ରଣାଳୟ
author img

By

Published : Dec 7, 2019, 8:25 PM IST

ଭୁବନେଶ୍ବର: ଦେଶରେ ମହିଳା ଓ ଶିଶୁ କନ୍ୟା ଉପରେ ବଢୁଥିବା ଅତ୍ୟାଚାର ଓ ଦୁଷ୍କର୍ମକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ଚିଠି ଲେଖିଛନ୍ତି । ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏହି ଚିଠି ଲେଖାଯାଇଛି ।

home minister letter to state secretariat
ନାରୀ ସୁରକ୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲା କେନ୍ଦ୍ରଗୃହ ମନ୍ତ୍ରଣାଳୟ

ରାଜ୍ୟରେ ନାରୀମାନଙ୍କ ସୁରକ୍ଷା ସରକାରଙ୍କ ଦାୟିତ୍ବ ବୋଲି ଚିଠିରେ ଦର୍ଶାଇଛନ୍ତି କେନ୍ଦ୍ର ଗୃହସଚିବ । ଏନେଇ ଆଇନରେ କୋଠର ଦଣ୍ଡ ବ୍ୟବସ୍ଥା ରହିଥିବାବେଳେ ପୋଲିସ ଅଧିକ ସକ୍ରିୟ ହେବାକୁ ମଧ୍ୟ କୁହାଯାଇଛି । ଯଦି କୌଣସି ପୋଲିସ ଅଧିକାରୀ ତ୍ରୁଟି କରନ୍ତି ବା ସଠିକ କାର୍ଯ୍ୟ ସମ୍ପାଦନ କରିବାରେ ବିଫଳ ହୁଅନ୍ତି ତେବେ ସେ ନିଶ୍ଚୟ ଦଣ୍ଡିତ ହେବେ ବୋଲି ସୂଚାଇ ଦିଆଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଦେଶରେ ମହିଳା ଓ ଶିଶୁ କନ୍ୟା ଉପରେ ବଢୁଥିବା ଅତ୍ୟାଚର ଓ ଦୁଷ୍କର୍ମ କୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର ।ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାଶିତ ଅଞ୍ଚଳ ମାନଙ୍କୁ ଚିଠିଲେଖାଯାଇଛି ।Body:ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏହି ଚିଠି ଲେଖାଯାଇଛି ।ରାଜ୍ୟ ନାରୀ ମାନଙ୍କ ସୁରକ୍ଷା ସରକାରଙ୍କ ଦାଇତ୍ଵ ବୋଲି ଚିଠି ରେ ଲେଖିଛନ୍ତି କେନ୍ଦ୍ର ଗୃହସଚିବ ।Conclusion:ଏଥିପାଇଁ ଆଇନ ରେ କୋଠର ଦଣ୍ଡ ବ୍ଯବସ୍ଥା ରହିଛି ।ପୋଲିସ ଅଧିକ ସକ୍ରିୟ ହେବାକୁ ଚିଠି ରେ ଦର୍ଶାଇଛନ୍ତି ।ଯଦି କୈଣସି ପୋଲିସ ଅଧିକାରୀ ତୃଟିକରନ୍ତି ଅବା ସଠିକ କାର୍ଯ୍ୟ ସମ୍ପାଦନା ନକରନ୍ତି ଦଣ୍ଡିତ ହେବେ ଲ
ବୋଲି ଚିଠିରେ ଦର୍ଶାଯାଇଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.