ETV Bharat / city

ଭୁବନେଶ୍ବର ଆସୁଛନ୍ତି ଅମିତ ଶାହା; ଚଳଚଞ୍ଚଳ ବିଜେପି କ୍ୟାମ୍ପ

author img

By

Published : Jan 27, 2020, 7:23 PM IST

Updated : Jan 28, 2020, 7:22 AM IST

ଓଡିଶା ଗସ୍ତରେ ଅମିତ ଶାହା । ଗୃହମନ୍ତ୍ରୀଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ରାଜ୍ୟ ବିଜେପି । ପଢନ୍ତୁ ସଂପୂର୍ଣ୍ଣ ଖବର...

Official visit home
Official visit home

ଭୁବନେଶ୍ବର: ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଆସନ୍ତା ୧୨ ତାରିଖରେ ଓଡିଶା ଗସ୍ତରେ ଆସି ପୂର୍ବାଞ୍ଚଳ ସୁରକ୍ଷା ପରିଷଦ ବୈଠକରେ ଯୋଗ ଦେବେ। ପୂର୍ବରୁ ଶାହା ଆସିବେ କି ନାହଁ ସ୍ପଷ୍ଟ ନଥିଲା ବେଳେ ଆଜି ଦଳୀୟ ସୂତ୍ରରୁ ଏନେଇ ସ୍ପଷ୍ଟ ସୂଚନା ମିଳିଛି ।

ଗୃହମନ୍ତ୍ରୀ ପୂର୍ବଞ୍ଚଳ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ। ଏପଟେ ଅମିତ ଶାହାଙ୍କ ଗସ୍ତକୁ ଦେଖି ରାଜ୍ୟ ବିଜେପି ପକ୍ଷରୁ ଦଳୀୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି। ବିଜେପି ସୂତ୍ରରୁ ମିଳିଥିବା ଅନୁସାରେ ଶାହା ଏହି ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ଦଳୀୟ ନେତାଙ୍କୁ ମଧ୍ୟ ଭେଟିବେ। ବିଜେପି ରାଷ୍ଟ୍ରୀୟ ସଭାପତି ପଦରୁ ଅବ୍ୟାହତି ନେବା ଏବଂ ଏହାରି ଭିତରେ ରାଜ୍ୟ ସଭାପତି ଭାବେ ନୂଆ କରି ସମୀର ମହାନ୍ତି ଦାୟିତ୍ବ ନେବା ପରେ ଏହା ଶାହାଙ୍କ ପ୍ରଥମ ଓଡିଶା ଗସ୍ତ।

ତେଣୁ ଗୃହମନ୍ତ୍ରୀଙ୍କ ଗସ୍ତରୁ ରାଜ୍ୟ ବିଜେପି ଅଧିକ ଫାଇଦା ଉଠାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ତେବେ ସେ କେତେ ସମୟ ଭୁବନେଶ୍ବରରେ ରହିବେ, କଣ କାର୍ଯ୍ୟକ୍ରମ ରହିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଓଡିଶା ଆସୁଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା। ଆସନ୍ତା ୧୨ ତାରିଖରେ ଓଡିଶା ଗସ୍ତରେ ଆସି ପୂର୍ବାଞ୍ଚଳ ସୁରାକ୍ଷା ପରିଷଦ ବୈଠକରେ ଯୋଗ ଦେବେ।
ପୂର୍ବରୁ ଶାହା ଆସିବେ କି ନାହଁ ସ୍ପଷ୍ଟ ନଥିଲା ବେଳେ ଆଜି ଦଳୀୟ ସୂତରୁ ଏନେଇ ସୂଚନା ମିଳିଛି।
ସେ ପୂର୍ବଞ୍ଚଳ ସୁରାକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିବେ। ଏପଟେ ଅମିତ ଶାହାଙ୍କ ଗସ୍ତକୁ ଦେଖି ରାଜ୍ୟ ବିଜେପି ପକ୍ଷରୁ ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସୂଚନା ଅନୁସାରେ ଶାହା ଦଳୀୟ ନେତାଙ୍କୁ ଭେଟିବେ। ବିଜେପି ରାଷ୍ଟ୍ରୀୟ ସଭାପତି ପଦରୁ ଅବ୍ୟାହତି ନେବା ପରେ ଏବଂ ରାଜ୍ୟ ସଭାପତି ଭାବେ ନୂଆ କରି ସମୀର ମାହାନ୍ତି ଦାୟୀତ୍ବ ନେବା ପରେ ଏହା ଶାହାଙ୍କ ପ୍ରଥମ ଓଡିଶା ଗସ୍ତ। ତେଣୁ ତାଙ୍କ ଗସ୍ତରୁ ରାଜ୍ୟ ବିଜେପି ଅଧିକ ଫାଇଦା ଉଠାଇବା ପାଇଁ ଯୋଜନା କରୁଛି। ତେବେ ସେ କେତେ ସମୟ ଭୁବନେଶ୍ୱର ରେ ରହିବେ ତାଉପରେ ସବୁକିଛି ନିର୍ଭର କରୁଛି।

Body:KConclusion:
Last Updated : Jan 28, 2020, 7:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.