ETV Bharat / city

ପବିତ୍ର ମହାଳୟା: ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ଶ୍ରଦ୍ଧାଳୁ

author img

By

Published : Sep 17, 2020, 10:23 AM IST

ଆଜି ହେଉଛି ପବିତ୍ର ମହାଳୟା । 15 ଦିନ ଧରି ଚାଲିଥିବା ପିତୃ ପକ୍ଷର ଆଜି ଅନ୍ତିମ ଦିନ । ଆଜିର ଦିନରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯିବାର ପରମ୍ପରା ରହିଛି । ଚଳିତବର୍ଷ କୋରୋନା ପାଇଁ ଏହା ଫିକା ପଡିଥିବା ବେଳେ ବିଧି ରକ୍ଷା ପାଇଁ ବିନ୍ଦୁ ସାଗରରେ ପହଞ୍ଚିଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

mahalaya, mahalaya amid corona, bhubaneswar latest news, special ritual at bindu sagar, mahalaya latest news, ମହାଳୟା, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ବିନ୍ଦୁ ସାଗରରେ ମହାଳୟା, ବିନ୍ଦୁ ସାଗରରେ ପିଣ୍ଡଦାନ, ମହାଳୟା ଲାଟେଷ୍ଟ ନ୍ୟୁଜ୍‌, କୋରୋନାରେ ମହାଳୟା
ପବିତ୍ର ମହାଳୟା: ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ଶ୍ରଦ୍ଧାଳୁ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମହାଳୟା । 15 ଦିନ ଧରି ଚାଲିଥିବା ପିତୃ ପକ୍ଷର ଆଜି ଅନ୍ତିମ ଦିନ । ଆଜିର ଦିନରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯିବାର ପରମ୍ପରା ରହିଛି । ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ବିଭିନ୍ନ ଧର୍ମାନୁଷ୍ଠାନ ଓ ମନ୍ଦିରରେ କୋଭିଡ ନିୟମ ପାଳନ କରାଯାଇ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ସମସ୍ତେ ।

ଏହି ପରିପ୍ରେକ୍ଷୀରେ ସକାଳୁ ସକାଳୁ ବିନ୍ଦୁ ସାଗରରେ ଶ୍ରଦ୍ଧାଳୁ ନିଜ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । କୋରୋନା ଯୋଗୁଁ ବିନ୍ଦୁ ସାଗରରେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଏତେଟା ଗହଳି ଦେଖାଯାଇନାହିଁ । ସେପଟେ ପିଣ୍ଡଦାନ ପାଇଁ ଆସିଥିବା ଶ୍ରଦ୍ଧାଳୁମାନେ ସାମାଜିକ ଦୂରତ୍ବ ବଜାୟ ରଖିଥିବା ଦେଖାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.