ETV Bharat / city

ଉତ୍କଳ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ଭର୍ତ୍ସନା - ଉତ୍କଳ ବିଶ୍ୱବିଦ୍ୟାଳୟ

ଉତ୍କଳ ବିଶ୍ବବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ଭର୍ତ୍ସନା । ସ୍ମାର୍ଟ୍ କ୍ଲାସରୁମ୍ ପ୍ରତିଷ୍ଠା ଲାଗି ଅନୁଦାନ ଦେବାକୁ ମନା କଲା ବିଭାଗ । ଅଧିକ ପଢନ୍ତୁ

ଉତ୍କଳ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ଭର୍ତ୍ସନା

author img

By

Published : Jun 28, 2022, 7:01 PM IST

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ଭର୍ତ୍ସନା । ସ୍ମାର୍ଟ୍ କ୍ଲାସ ରୁମ୍ ପ୍ରତିଷ୍ଠା ଲାଗି ବିଶ୍ଵବିଦ୍ୟାଳୟକୁ ଅନୁଦାନ ଦେବାକୁ ମନା କଲା ବିଭାଗ । ଉତ୍କଳ ବିଶ୍ବବିଦ୍ୟାଳୟ ପାଖରେ ପାଣ୍ଠି ଅଛି । ଏଣୁ ଉଚ୍ଚଶିକ୍ଷା ବିଭାଗ ଏଥିଲାଗି ଅନୁଦାନ ଦେଇପାରିବ ନାହିଁ କହିଛି । ଏନେଇ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଉତ୍କଳ ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଚିଠି ଲେଖଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ଭର୍ତ୍ସନା
ଉତ୍କଳ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ଭର୍ତ୍ସନା

ଏହାସହ ଉତ୍କଳ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସ୍ମାର୍ଟ୍ କ୍ଲାସ ରୁମ୍ ନାଁରେ ଅଯଥା ଅର୍ଥ ବର୍ବାଦ କରନ୍ତୁ ନାହିଁ । କାରଣ ବିଶ୍ଵବିଦ୍ୟାଳୟ ଶିକ୍ଷାଦାନରେ ସ୍ମାର୍ଟ କ୍ଲାସରୁମର ବିଶେଷ ଭୂମିକା ନାହିଁ ବୋଲି ଚିଠିରେ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.