ETV Bharat / city

ରାଜଧାନୀରେ ହାଇପ୍ରୋଫାଇଲ ଜୁଆଆଡ୍ଡା ଠାବ, ଦାମୀ କାର ସହ ଲକ୍ଷାଧିକ ଟଙ୍କା ଜବତ

author img

By

Published : May 30, 2020, 2:42 PM IST

ରେଡ ବେଳେ ୯ ଜଣଙ୍କୁ ଗିରଫ କରିବା ସହ ଏକ ଲକ୍ଷ ୫୦ ହଜାର ଟଙ୍କା ଓ ୩ ଟି ଦାମି କାର୍ଡ ଜବତ କରିଛି କମିସନରେଟ ପୋଲିସ ।

high-profile-gambling-establishments-found-in-bhubneswer
ରାଜଧାନୀରେ ହାଇପ୍ରେଫାଇଲ ଜୁଆ ଆଡ୍ଡା ଠାବ, ଦାମି କାର ସହ ଲକ୍ଷାଧିକ ଟଙ୍କା ଜବତ

ଭୁବନେଶ୍ବର: IRC ଭିଲେଜ୍ ଭିଆଇପି କଲୋନୀରେ ହାଇପ୍ରୋଫାଇଲ ଜୁଆ ଆଡ୍ଡା । ବିଳମ୍ବିତ ରାତିରେ ଦ ଭୁବନେଶ୍ବର ପ୍ରାଇଡ ହୋଟେଲ୍‌ରେ ଆଡ୍ଡା ଚାଲିଥିବା ବେଳେ କମିସନରେଟ ପୋଲିସ କରିଥିଲା ଚଢାଉ । ରେଡ ବେଳେ ୯ ଜଣଙ୍କୁ ଗିରଫ କରିବା ସହ ଏକ ଲକ୍ଷ ୫୦ ହଜାର ଟଙ୍କା ଓ ୩ ଟି ଦାମି କାର୍ଡ ଜବତ କରିଛି କମିସନରେଟ ପୋଲିସ ।

ଗିରଫଙ୍କ ମଧ୍ୟରେ ଅଧିକାଂଶ ବ୍ୟବସାୟୀ ଓ ଠିକାଦାର ଥିବା ସୂଚନା ମିଳିଛି । ତେବେ ଲକଡାଉନରେ ନିୟମ ନ ମାନି ଏଭଳି ଚଲାଇଥିଲେ ଏହି କାରବାର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.