ETV Bharat / city

କିଏ ହେବେ ଓଡିଶା ପିସିସି ସଭାପତି ? ଦିଲ୍ଲୀରେ ଚାଲିଛି ମାନସ ମନ୍ଥନ

author img

By

Published : May 9, 2022, 9:34 PM IST

ଖୁବଶୀଘ୍ର ନୂଆ ପିସିସି ସଭାପତି ଘୋଷଣା ହେବ । ଏନେଇ ଦିଲ୍ଲୀରେ ଚାଲିଛି ମାନସ ମନ୍ଥନ । ଖୁବଶୀଘ୍ର ଓଡିଶା ପ୍ରଦେଶ କଂଗ୍ରେସକୁ ମିଳିବ ନୂଆ ପିସିସି ସଭାପତି । ଅଧିକ ପଢନ୍ତୁ

କିଏ ହେବ ଓଡିଶା ପିସିସି ସଭାପତି ? ଦିଲ୍ଲୀରେ ଚାଲିଛି ମାନସ ମନ୍ଥନ

ଭୁବନେଶ୍ବର: ଖୁବଶୀଘ୍ର ନୂଆ ପିସିସି ସଭାପତି ଘୋଷଣା ହେବ । ଏନେଇ ଦିଲ୍ଲୀରେ ଚାଲିଛି ମାନସ ମନ୍ଥନ । ଖୁବଶୀଘ୍ର ଓଡିଶା ପ୍ରଦେଶ କଂଗ୍ରେସକୁ ମିଳିବ ନୂଆ ପିସିସି ସଭାପତି ।

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗ ନେତା ଡେରା ପକାଇଛନ୍ତି । ପ୍ରାୟ ୧୮ ଜଣ ନେତା ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ବିଧାୟକ ମହମ୍ମଦ ମୋକିମ, ଜୟଦେବ ଜେନା, ସିଡବ୍ଲୁସି (CWC) ସଦସ୍ୟ ଭକ୍ତ ଦାଶ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟାନାୟକ ପିସିସି ସଭାପତି ଦୌଡ଼ରେ ରହିଛନ୍ତି । ଦିଲ୍ଲୀରେ ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି ସମସ୍ତ ବିଧାୟକ ଓ ତୁଙ୍ଗ ନେତା । ସେହିପରି ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାହୁଲଙ୍କ ସହ ଆଲୋଚନା ହେବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.