ETV Bharat / city

ସୁରକ୍ଷା ବଳୟରେ ବିଜୁ ପଟ୍ଟନାୟକ ବିମାନବନ୍ଦର, 20 ପର୍ଯ୍ୟନ୍ତ ଭିଜିଟରଙ୍କ ପ୍ରବେଶ ନିଷେଧ - ସୁରକ୍ଷା ବ୍ୟବସ୍ଥାକୁ କଡାକଡି

ଅଗଷ୍ଟ 15କୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 11, 2019, 2:53 PM IST

ଭୁବନେଶ୍ବର: ହାଇ ଆଲର୍ଟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର । ଅଗଷ୍ଟ 15କୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଗଷ୍ଟ 11 ରୁ ଅଗଷ୍ଟ 20 ତାରିଖ ପର୍ଯ୍ୟନ୍ତ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି ।

10 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ କଡା ସୁରକ୍ଷା ଭିତରେ ରହିବ ଭୁବନେଶ୍ବର ବିମାନବନ୍ଦର । ଏହି ସମୟରେ କୌଣସି ଦର୍ଶକଙ୍କୁ ବିମାନବନ୍ଦର ଭିତରକୁ ପ୍ରବେଶ ନିଷେଧ କରାଯାଇଛି । କେବଳ ଯାତ୍ରୀମାନେ ପ୍ରବେଶ କରିପାରିବେ । ଏକ ଘଣ୍ଟା ପୂର୍ବରୁ ଯାତ୍ରୀ ଭିତରକୁ ପ୍ରବେଶ କରିପାରିବେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଏହାସହ ଯାତ୍ରୀଙ୍କୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବା ସହ ସନ୍ଦେହଜନକ ଭାବେ ବିମାନବନ୍ଦର ପାଖରେ ଦେଖାଗଲେ ତୁରନ୍ତ ପଚରାଉଚରା କରାଯାଉଛି । ଭୁବନେଶ୍ବର ବିମାନବନ୍ଦରର ପ୍ରବେଶ ଦ୍ବାରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଅଧିକ ସଂଖ୍ୟକ ପୋଲିସ ନିୟୋଜିତ ହୋଇଛନ୍ତି ।

ମୁଖ୍ୟତଃ ଏହି ସମୟରେ ଯାତ୍ରୀଙ୍କ ଉପରେ କଡା ନଜର ରଖାଯାଇଛି । ତେବେ ବିମାନବନ୍ଦର ଭିତରକୁ ପ୍ରବେଶ କରୁଥିବା ଗାଡି ଗୁଡିକର ମଧ୍ୟ ଯାଞ୍ଚ କରୁଛି ପୋଲିସ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ସୁରକ୍ଷା ବଳୟରେ ବିଜୁପଟ୍ଟନାୟକ ବିମାନବନ୍ଦର, 20 ପର୍ଯ୍ୟନ୍ତ ପରିଦର୍ଶକ ପ୍ରବେଶ ନିଷେଧ।

ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରେ ହାଇ ଆଲର୍ଟ ହୋଇଛି। ସ୍ୱାଧୀନତା ଦିବସ ଆଉ ଅଳ୍ପ ଦିନ ରହିଥିବା ବେଳେ ବିନୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷାରେ ବ୍ୟବସ୍ଥା କଡାକଡି କରାଜିଛି। ଅଗଷ୍ଟ 11 ରୁ ଅଗଷ୍ଟ 20 ତାରିଖ ପର୍ଯ୍ୟନ୍ତ ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି।

Body:

ହାଇ ଅଲଲର୍ଟ ଇ ବିଜୁ ପଟ୍ଟନାୟକ ବିମାନ ବନ୍ଦର। 10 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ କଡା ସୁରକ୍ଷା ଭୁତରେ ରହିବ ବିମାନ ବନ୍ଦର। ଏହି ସମୟରେ କୌଣସି ଦର୍ଶକ ଙ୍କୁ ବିମାନ ବନ୍ଦର ଭିତରକୁ ପ୍ରବେଶ ନିଷେଧ କରାଯାଇଛି। କେବଳ ଯାତ୍ରୀମାନେ ପ୍ରବେଶ କରି ପାରିବେ। ଏକ ଘଣ୍ଟା ପୂର୍ବରୁ ପ୍ରବେଶ କରିପାରିବେ। ଯାତ୍ରୀ ମାନଙ୍କୁ ତନଖି କରି ଯାଂଚ କରାଯିବା ସହ ସନ୍ଦେହ ଜଣକ ଭାବରେ ବିମାନବନ୍ଦର ପାଖ ରେ ଦେଖିଲେ ତୁରନ୍ତ ପଚରାଉଚରା କରାଯାଉଛି।
ଭୁବନେଶ୍ୱର ବିମାନବନ୍ଦର ର ପ୍ରବେଶ ଦ୍ୱାର କୁ କଡାକଡି କରାଯିବା ସହ ଅଧିକ ବିମାନ ବନ୍ଦର ପୋଲିସ ନିୟୋଜିତ ହୋଇଛନ୍ତି। ମୁଖ୍ୟତଃ ଭାବରେ ଯାତ୍ରୀ ମାନଙ୍କ ଉପରେ କଡା ନଜର ରହୁଛି। ଏହା ସହ ଯାତ୍ରୀ ମାନଙଙ୍କୁ କଡାକଡି ଭାବରେ ଯାଂଚ କରାଯାଉଛି। ତେବେ ବିମାନ ବନ୍ଦର ଭିତରକୁ ପ୍ରବେଶ କରୁଥିବା ଗାଡି ଗୁଡିକ କୁ ତନଖି ଭାବରେ ଯାଂଚ କରୁଛି ପୋଲିସ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.