ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ହିରୋ ଇଣ୍ଡିଆନ ମହିଳା ଲିଗ ସ୍ଥଗିତ । ଓଡିଶାରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ସର୍ବଭାରତୀୟ ଫୁଟବଲ ମହାଂସଘ ଏହି ନିଷ୍ପତ୍ତି ନେଇଛି ।
-
📢 ANNOUNCEMENT !!
— Odisha Sports (@sports_odisha) April 6, 2021 " class="align-text-top noRightClick twitterSection" data="
Keeping in mind the safety and security of the players & officials, the Hero Indian Women’s League scheduled to be held in #KalingaStadium from 21st April,2021 has been postponed until further notice. @IndianFootballhttps://t.co/Ced3wLj45o
">📢 ANNOUNCEMENT !!
— Odisha Sports (@sports_odisha) April 6, 2021
Keeping in mind the safety and security of the players & officials, the Hero Indian Women’s League scheduled to be held in #KalingaStadium from 21st April,2021 has been postponed until further notice. @IndianFootballhttps://t.co/Ced3wLj45o📢 ANNOUNCEMENT !!
— Odisha Sports (@sports_odisha) April 6, 2021
Keeping in mind the safety and security of the players & officials, the Hero Indian Women’s League scheduled to be held in #KalingaStadium from 21st April,2021 has been postponed until further notice. @IndianFootballhttps://t.co/Ced3wLj45o
ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଏହି ମେଗା ପ୍ରତିଯୋଗିତାର ମ୍ୟାଚ ସ୍ଥଗିତ ହୋଇଛି । 21 ଏପ୍ରିଲରୁ କଳିଙ୍ଗ ଷ୍ଟାଡିୟମରେ ମହିଳା ଲିଗ ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଥିଲା ।
ତେବେ ରାଜ୍ୟରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କ ଅନୁରୋଧ ପରେ ଫୁଟବଲ ମହାସଂଘ ଓ ଓଡିଶା ସ୍ପୋର୍ଟ୍ସ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା AIFF ଘୋଷମାନାମାରେ ଉଲ୍ଲେଖ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ