ETV Bharat / city

ଏଣିକି ଗାଡି ଚଳାଇବା ବେଳେ ‘ନୋ ମୋବାଇଲ’

author img

By

Published : Jan 2, 2020, 7:59 PM IST

କଠୋର ହେଲା ରାଜ୍ୟ ପରିବହନ ବିଭାଗ। ଏଣିକି ଗାଡି ଚଳାଇବା ବେଳେ ଯଦି ଚାଳକ ମୋବାଇଲ ଫୋନ ବ୍ୟବହାର କରିବେ ତେବେ ବାତିଲ ହେବ ସେମାନଙ୍କ ଲାଇସେନ୍ସ।

no use of mobile phone while driving, state transport corporation new rule, new traffic rule, ନୂଆ ଟ୍ରାଫିକ ନିୟମ, ରାଜ୍ୟ ପରିବହନ ବିଭାଗ ନୂଆ ନିୟମ, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ମନା
ଏଣିକି ଗାଡି ଚଳାଇବା ବେଳେ ‘ନୋ ମୋବାଇଲ’

ଭୁବନେଶ୍ବର: କଠୋର ହେଲା ରାଜ୍ୟ ପରିବହନ ବିଭାଗ। ଏଣିକି ଗାଡି ଚଳାଇବା ବେଳେ ଯଦି ଚାଳକ ମୋବାଇଲ ଫୋନ ବ୍ୟବହାର କରିବେ ତେବେ ବାତିଲ ହେବ ସେମାନଙ୍କ ଲାଇସେନ୍ସ। ଏନେଇ ସମସ୍ତ ଆରଟିଓଙ୍କୁ ଚିଠି ଲେଖି ଜଣାଇଛି ରାଜ୍ୟ ପରିବହନ ବିଭାଗ।

ଚିଠିରେ ସ୍ପଷ୍ଟ କରାଯାଇଛି କି ଯଦି କୌଣସି ଚାଳକ ଗାଡି ଚଳଇବା ସମରେ ଫୋନର ବ୍ୟବହାର କରୁଥିବା ଦେଖାଯାଏ ତେବେ ଆରଟିଓ ସିଧାସଳଖ ସେମାନଙ୍କ ଲାଇସେନ୍ସ ବାତିଲ କରିପାରିବେ। ଏପରିକି ଯେଉଁଠାରେ ପୋଲିସ ଧରପଗଡ଼ କରୁଛି ସେଠାରେ ପୋଲିସ ଚାଳକଙ୍କୁ ଗିରଫ କରିବା ସହିତ ଲାଇସେନ୍ସ ବାତିଲ କରିବାକୁ ଆରଟିଓଙ୍କୁ ସୁପାରିଶ କରିବେ।

ତେବେ ମୋବାଇଲ ବ୍ୟବହାର କରି ଧରା ପଡିଲେ 3 ମାସ ପାଇଁ ଚାଳକଙ୍କ ଲାଇସେନ୍ସ ବାତିଲ ହେବ ନେଇ ସୂଚନା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କଠୋର ହେଲା ରାଜ୍ୟ ପରିବହନ ବିଭାଗ। ଏଣିକି ଗାଡି ଚଳାଇବା ବେଳେ ଯଦି ମୋବାଇଲ ଫୋନ ଚାଳକ ବ୍ୟବହାର କରିବେ ତେବେ ବାତିଲ ହେବ ଲାଇସେନ୍ସ। ଏନେଇ ସବୁ ଆର୍ଟିଓ ଙ୍କୁ ଚିଠି ଲେଖି ଜଣାଇଛି ବିଭାଗ। ଆର୍ଟିଓ ସିଧାସଳଖ ଲାଇସେନ୍ସ ବାତିଲ କରିପାରିବେ। ଏପରିକି ଯେଉଁଠାରେ ପୋଲିସ ଧରପଗଡ଼ କରୁଛି ସେଠାରେ ପୋଲିସ ଚଳକଙ୍କୁ ଗିରଫ କରିବା ସହିତ ଲାଇସେନ୍ସ ବାତିଲ କରିବାକୁ ଆର୍ଟିଓ ଙ୍କୁ ସୁପାରିଶ କରିବେ। 3 ମାସ ପାଇଁ ଲାଇସେନ ବାତିଲ ହେବ।Body:କConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.