ETV Bharat / city

ପ୍ରବଳ ବର୍ଷା ଆଶଙ୍କା: 18 ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି - ପ୍ରବଳ ବର୍ଷା ଆଶଙ୍କା

ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ । ଯାହାର ପ୍ରଭାବରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କାରେ ଦକ୍ଷିଣ ଓଡ଼ିଶାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଫାଇଲ ଫଟୋ
author img

By

Published : Aug 6, 2019, 11:20 AM IST

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ । ଯାହାର ପ୍ରଭାବରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏନେଇ ଦକ୍ଷିଣ ଓଡ଼ିଶାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଗଜପତି, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଯାଜପୁର, କଟକ, ବଲାଙ୍ଗୀର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ଭଦ୍ରକ, ନବରଙ୍ଗପୁର, ଜଗତସିଂହପୁର, ସୁନ୍ଦରଗଡ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ମାଲକାନଗିରି, ରାୟଗଡା, କୋରାପୁଟ, କଳାହାଣ୍ଡିରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏନେଇ ଉକ୍ତ ଜିଲ୍ଲା ଗୁଡିକରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ପ୍ରବଳ ବର୍ଷା ଆଶଙ୍କା ଜାରି ହେଲା ଅରେଞ୍ଜ ଆଲର୍ଟ Body:Braking ଜାରି ହେଲା ଆଲର୍ଟ, ଦକ୍ଷିଣ ଓଡ଼ିଶାର ଅତି ରୁ ଅତି ପ୍ରବଳ ବର୍ଷା ଜାରି। ବଙ୍ଗପସାଗର ରେ ସୃଷ୍ଟି ହେଉ ଥିବା ଲଘୁଚାପ ବର୍ତ୍ତମାନ ଘୃଣିବଳୟ ର ରୂପ ନେବା କୁ ଯାଉଥିବା ଫଳ ରେ ରାଜ୍ୟ ର ଆଧିକାଂଶ ଅଞ୍ଚଳ ଅତି ରୁ ଅତି ପ୍ରବଳ ବର୍ଷା ହେବାର ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଗଜପତି ଗଂଜାମ,ନୟାଗଡ଼,ଯାଜପୁର, କଟକ,ବଲାଂଗୀର,ଅନୁଗୁଳ, ଢେ଼ଙ୍କାନାଳ, କେନ୍ଦୁଝର ନବରଙ୍ଗପୁର, ରେ ପ୍ରବଳ ବର୍ଷା ହେବ ଓ ମାଲକାନଗିରି,ରାୟଗଡା, କେରାପୁଟ, କଳାହାଣ୍ଡି ରେ ଆତି ରୁ ଆତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଅନ୍ୟ ପଟେ ଏ ସମସ୍ତ ଜିଲ୍ଲା କୁ ଅରେଞ୍ଜ ଆଲର୍ଟ ଦିଆଯାଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.