ETV Bharat / city

ଲଘୁଚାପ ବର୍ଷାରେ ବେହାଲ ଭୁବନେଶ୍ବର

ଲଘୁଚାପ ଜନିତ ପ୍ରବଳ ବର୍ଷାରେ ବେହାଲ ସ୍ମାର୍ଟସିଟି ଭୁବନେଶ୍ୱର । ସହରର ବିଭିନ୍ନ ସ୍ଥାନରେ ବର୍ଷା ଜଳ ପୋଖରୀର ଭ୍ରମ ସୃଷ୍ଟି କରୁଛି ।

author img

By

Published : Oct 3, 2020, 8:23 PM IST

Heavy rain in Bhubaneswar, Water accumulation in bomikhal
ଲଘୁଚାପ ବର୍ଷାରେ ବେହାଲ ଭୁବନେଶ୍ବର

ଭୁବନେଶ୍ୱର: ପ୍ରବଳ ବର୍ଷାରେ ଘାଇଲା ଭୁବନେଶ୍ୱର । ବମିଖାଲ ଓଭର ବ୍ରିଜ ତଳେ ଜମିଲା ବର୍ଷା ପାଣି । ଫଳରେ ଯାତାୟତ ପାଇଁ ସାଧାରଣ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ଲଘୁଚାପ ବର୍ଷାରେ ବେହାଲ ଭୁବନେଶ୍ବର
ଶନିବାର, ଲଘୁଚାପ ଜନିତ ପ୍ରବଳ ବର୍ଷାରେ ବେହାଲ ସ୍ମାର୍ଟସିଟି ଭୁବନେଶ୍ୱର । ସହରର ବିଭିନ୍ନ ସ୍ଥାନରେ ବର୍ଷା ଜଳ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଗୋଟିଏ ପଟେ ଡ୍ରେନେଜ ବ୍ୟବସ୍ଥା ନେଇ ବିଏମସି ଯେତେ ସଫେଇ ରଖୁଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେଉନି । ଅଳ୍ପ କିଛି ସମୟର ବର୍ଷା ଡ୍ରେନେଜ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଠିଆ କରୁଛି । ଅନ୍ୟପଟେ ଅସରାଏ ବର୍ଷା ହେଲେ ରାସ୍ତା ଘାଟରେ ପାଣି ଜମିବା ଭୁବନେଶ୍ୱରରେ ନିତିଦିନିଆ ଘଟଣା ହୋଇଗଲାଣି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.