ETV Bharat / city

ଟୁଇନ ସିଟିରେ ପ୍ରବଳ ବର୍ଷିବ, ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ - ରାଜଧାନୀର ପିଛା ଛାଡୁନି ବର୍ଷା

ଟୁଇନ ସିଟିରେ ପ୍ରବଳ ବର୍ଷା ସହ ଘଡଘଡି। ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଟୁଇନ ସିଟିରେ ପ୍ରବଳ କାଚିବ, ୱାର୍ଣ୍ଣିଙ୍ଗ ଜାରି କଲା ପାଣିପାଗ ବିଭାଗ

author img

By

Published : Oct 3, 2020, 1:29 PM IST

ଭୁବନେଶ୍ବର: ରାଜଧାନୀର ପିଛା ଛାଡୁନି ବର୍ଷା। ଲଘୁଚାପ ପ୍ରଭାବରେ ଭୁବନେଶ୍ୱର ଓ କଟକରେ ଶନିବାର ପ୍ରବଳ ବର୍ଷା ହେବ। ଘଡଘଡି ଓ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ୱାର୍ଣ୍ଣିଂ ଜାରି।

ଟୁଇନ ସିଟିରେ ପ୍ରବଳ କାଚିବ, ୱାର୍ଣ୍ଣିଙ୍ଗ ଜାରି କଲା ପାଣିପାଗ ବିଭାଗ

ପ୍ରବଳ ବର୍ଷାରେ ରାସ୍ତା ଘାଟରେ ଜଳବନ୍ଦୀ ସମସ୍ୟା ଦେଖାଦେବା ସହ ଟ୍ରାଫିକ ସମସ୍ୟା ଉପୁଜିବା ନେଇ ସ୍ପଷ୍ଟ କରିଛି ପାଣିପାଗ କେନ୍ଦ୍ର। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଉପକୂଳ ଓଡିଶାର ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଜି 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.