ETV Bharat / city

ତାତିରୁ ମିଳିବନି ତ୍ରାହି, ଆହୁରି 2ଦିନ ସିଝିବ ଓଡିଶା - ଭୁବନେଶ୍ବର

ସାରା ରାଜ୍ୟରେ ଅସହ୍ୟ ତାତି । ହେଲେ ତାତିରୁ ତ୍ରାହି ନାହିଁ । ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲେ ବି ଆହୁରି ଦୁଇ ଦିନ ଧରି ଏଭଳି ଅବସ୍ଥା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
author img

By

Published : May 20, 2019, 6:20 PM IST

ଭୁବନେଶ୍ବର: ସାରା ରାଜ୍ୟରେ ଅସହ୍ୟ ତାତି । ହୁ ହୁ ହୋଇ ଦିନକୁ ଦିନ ପାରଦ ଉପର ମୁହାଁ ହେବାରେ ଲାଗିଛି । ଲାଗୁଛି ଯେମିତି ଆକାଶରୁ ନିଆଁ ହୁଳା ପଡୁଛି । ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ହେଲେ ତାତିରୁ ତ୍ରାହି ନାହିଁ । ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲେ ବି ଆହୁରି ଦୁଇ ଦିନ ଧରି ଏଭଳି ଅବସ୍ଥା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଗତ 24 ଘଣ୍ଟା ମଧ୍ୟରେ 12ଟି ସହରର ତାପମାତ୍ରା 40 ଉପରେ ଥିବାବେଳେ ସମ୍ବଲପୁରରେ ସର୍ବାଧିକ 44.5 ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱର 39.7, ଅନୁଗୋଳ 42.1 , ଝାରସୁଗୁଡା 43 , ସୁନ୍ଦରଗଡ 41.5 , ବଲାଙ୍ଗୀରରେ 44 ଓ ଟିଟିଲାଗଡ଼ରେ 44.5 ଡିଗ୍ରୀ ରହିଛି ପାରା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ସାରା ରାଜ୍ୟ ରେ ଅସହ୍ୟ ତାତି। ହୁହୁ ହେଇ ଦିନ କୁ ଦିନ ପାରଦ ଉପର ମୁହାଁ ହୋଇ ଚାଲିଛି। ଲାଗୁଛି ଯେମିତି ଆକାଶ ରୁ ନିଆ ହୁଳା ସବୁ ପଡୁଛି। ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଲେ ବି ଆହୁରି ଦୁଇ ଦିନ ଧରି ଏଭଳି ଅବସ୍ଥା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଗତ 24 ଘଣ୍ଟା ଭିତରେ ତାୟମାତ୍ରା 12 ଟି ସହରରେ 40 ଉପରେ ଥିବା ବେଳେ ସମ୍ବଲପୁର ରେ ସର୍ବାଧିକ 44.5 ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱର 39.7, ଅନୁଗୁଳ 42.1, ଝାରସୁଗୁଡା 43, ସୁନ୍ଦରଗଡ 41.5, ବଲାଂଗୀର 44 ,ଟିଟିଲାଗଡ଼ 44.5 ଆଦି ତାପମାତ୍ରା ରେକର୍ଡ କରିଛି ଭୁବନେଶ୍ୱର ଆଞ୍ଚଳିକ ପଣିପାଗ ବିଭାଗ।

ବାଇଟ ରମେଶ ଚନ୍ଦ୍ର ନାୟକ
ପଣିପାଗ ଵିଶେସଂଜ୍ଞ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.