ETV Bharat / city

ବଢିଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଡୁଆ ! ରୋଷେୟା ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି - କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ତାରା

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବ୍ୟକ୍ତିଗତ କର୍ମଚାରୀମାନଙ୍କ ରୋଷେୟା ଥିବା ଲଳିତ ଦାସଙ୍କ ମୃତ୍ୟୁକୁ ନେଇ ଏବେ ବଢିବାରେ ଲାଗିଛି ସନ୍ଦେହ । ଘଟଣା ଏବେ ରାଜନୈତିକ ମୋଡ ନେଲାଣି । ଅଧିକ ପଢନ୍ତୁ

ତାରା
ତାରା
author img

By

Published : Apr 20, 2022, 9:13 PM IST

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବ୍ୟକ୍ତିଗତ କର୍ମଚାରୀମାନଙ୍କ ରୋଷେୟା ଥିବା ଲଳିତ ଦାସଙ୍କ ମୃତ୍ୟୁକୁ ନେଇ ଏବେ ବଢିବାରେ ଲାଗିଛି ସନ୍ଦେହ । ଘଟଣା ଏବେ ରାଜନୈତିକ ମୋଡ ନେଲାଣି । ଏହି ଘଟଣାକୁ ନେଇ ଆଜି କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ତାରା କହିଛନ୍ତି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେଉ । କ୍ଷୀର କ୍ଷୀର ପାଣି ପାଣି ହୋଇଯିବ ବୋଲି କହିଛନ୍ତି ବାହିନୀପତି ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ତାରା

ତଦନ୍ତରେ ସ୍ବଚ୍ଛତା ଆବଶ୍ୟକ ରହିଛି । କେଉଁ ପରିସ୍ଥିତିରେ ଜଣେ ମନ୍ତ୍ରୀଙ୍କ ଘରେ ଜଣେ ରୋଷେୟାଙ୍କ ମୃତ୍ୟୁବରଣ ହେଲା, ସେ ନେଇ କ୍ରାଇମ ବ୍ରାଞ୍ଚ ତଦନ୍ତ ହେଉ । ସବୁ ସତ ସାମ୍ନାକୁ ଆସିବ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.