ETV Bharat / city

ଦୀପାବଳିରେ ସଂକ୍ରମଣ ନେଇ ସଚେତନ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, କହିଲେ ଯାଇନି କୋରୋନା

author img

By

Published : Nov 2, 2021, 3:39 PM IST

ବାଣ ଫୁଟାଇବାର ମୂଳ ଲକ୍ଷ୍ୟ ହେଉଛି ପ୍ରଦୂଷଣ କମ ହେଉ । କୋରୋନା ସମୟରେ ଏଥିପ୍ରତି ସଚେତନ ରହିବା ଆବଶ୍ୟକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ...

ବାଣ ଫୁଟାଇବା ପ୍ରସଙ୍ଗ; ମୂଳ ଲକ୍ଷ ପ୍ରଦୂଷଣ କମ ହେଉ: ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ବାଣ ଫୁଟାଇବାର ମୂଳ ଲକ୍ଷ୍ୟ ହେଉଛି ପ୍ରଦୂଷଣ କମ ହେଉ । କୋରୋନା ସମୟରେ ଏଥିପ୍ରତି ସଚେତନ ରହିବା ଆବଶ୍ୟକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାର ଗ୍ରୀନ କ୍ରାକର ବା ସବୁଜ ବାଣକୁ ଅନୁମତି ଦେଇଛନ୍ତି । ନିର୍ଦ୍ଦିଷ୍ଟ ସମୟ ପାଇଁ ଏହି ଅନୁମତି ଦିଆଯାଇଛି । ଗ୍ରୀନ କ୍ରାକରରେ ପ୍ରଦୂଷଣ ମାତ୍ରା ବହୁତ କମ । ସରକାରଙ୍କ ନିୟମ ମାନି ଆମେ କମ ସମୟ ବାଣ ଫୁଟାଇବା । ପ୍ରଦୂଷଣ କମ କରିବା ଆମର ମୂଳ ଲକ୍ଷ୍ୟ ହେବା ଦରକାର । ଯଦି କେହି ଅମାନିଆ ହୋଇ ଅନ୍ୟ ବାଣ ଫୁଟାଇବେ ତେବେ ଏହା ଦ୍ୱାରା ପ୍ରଦୂଷଣର ମାତ୍ରା ବଢ଼ିବ । ଫଳକେ କୋଭିଡ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବା ସହ ଅନ୍ୟ ରୋଗ ମଧ୍ୟ ଦେଖାଯିବ ।

ଆଜମା ହେଉ କିମ୍ବା ବିଭିନ୍ନ ଆଲର୍ଜି, ଆଖି ଆଲର୍ଜି, ଗଳା ଆଲର୍ଜି ଏଗୁଡିକ ସବୁ ଦେଖାଯିବ । ଏହାଛଡା ଘରେ ହେଉ ପଛେ ଅଧିକ ଲୋକ ଏକାଠି ହେବେ ନାହିଁ । କାରଣ କୋଭିଡ ଏବେ ବି ସମ୍ପୂର୍ଣ୍ଣ ଯାଇନି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.