ETV Bharat / city

କୋଭିଡ ମୁକାବିଲା, 11.30 ରେ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

author img

By

Published : Apr 18, 2021, 11:31 AM IST

Updated : Apr 18, 2021, 11:39 AM IST

କୋଭିଡ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଡାକିଲା ଜରୁରୀକାଳୀନ ବୈଠକ। 11.30 ମିନିଟ ସମୟରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ବସିବ ବୈଠକ । ଅଧିକ ପଢନ୍ତୁ...

କୋଭିଡ ମୁକାବିଲା, 11.30 ରେ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ
କୋଭିଡ ମୁକାବିଲା, 11.30 ରେ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର: କୋଭିଡ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଡାକିଲା ଜରୁରୀକାଳୀନ ବୈଠକ। 11.30 ମିନିଟ ସମୟରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ବସିବ ବୈଠକ । ରାଜ୍ୟରେ ବର୍ତ୍ତମାନ ବେଡ଼, ଆଇସିୟୁ, ଭେଣ୍ଟିଲେଟର ଓ ଅକ୍ସିଜେନ କେତେ ରହିଛି ଓ କେତେ ଆବଶ୍ୟକତା ଅଛି ସେନେଇ ବୈଠକରେ ହେବ ବିସ୍ତ୍ରୁତ ଆଲୋଚନା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 18, 2021, 11:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.