ETV Bharat / city

ଅସଲି ୟୁନିଫର୍ମରେ ନକଲି ଲୋକପାଇଲଟ, ଭୁବନେଶ୍ବର ଷ୍ଟେସନରୁ ଗିରଫ - ଭୁବନେଶ୍ବରରେ ନକଲି ଲୋକପାଇଲଟ

ରାଜଧାନୀରେ ନକଲି ଲୋକୋ ପାଇଲଟଙ୍କୁ ଗିରଫ କଲା ପୋଲିସ । ଅସଲି ୟୁନିଫର୍ମ ପିନ୍ଧି ଟିକେଟ ବିକୁଥିବାବେଳେ ତାଙ୍କୁ ଗିରଫ କିରିଛି ପୋଲିସ ।

ଅସଲି ୟୁନିଫର୍ମରେ ନକଲି ଲୋକପାଇଲଟ, ଭୁବନେଶ୍ବର ଷ୍ଟେସନରୁ ଗିରଫ କଲା ପୋଲିସ

author img

By

Published : Jan 2, 2021, 11:02 PM IST

ଭୁବନେଶ୍ବର : ରାଜଧାନୀରେ ନକଲି ଲୋକୋ ପାଇଲଟଙ୍କୁ ଗିରଫ କଲା ପୋଲିସ । ଅସଲି ୟୁନିଫର୍ମ ପିନ୍ଧି ଟିକେଟ ବିକୁଥିବାବେଳେ ତାଙ୍କୁ ଗିରଫ କିରିଛି ପୋଲିସ । ୟୁନିଫର୍ମ ପିନ୍ଧି ଲୋକଙ୍କୁ ଚିକେଟ କରିଦେବାର ଭରସା ଦେଇ ଠକେଇ କରୁଥିବାବେଳେ ଏହି ଠକ ନକଲି ଲୋକପାଇଲଟକୁ ଗିରଫ କରିଛି ଜିଆରପି ଥାନା ପୋଲିସ। ଗିରଫ ଅଭିଯୁକ୍ତର ନାଁ ସୁରୋଜ କୁମାର ଓ ତାର ଘର ଝାଡଖଣ୍ଡ ବୋଲି ପୋଲିସ ସୁତ୍ରରୁ ଜଣାପଡିଛି ।

ଭୁବନେଶ୍ବର ରେଳ ଷ୍ଟେସନରେ ଏପରି କାରବାର କରୁଥିବାର ସୂଚନା ପାଇ ଜିଆରପି ପୋଲିସ ଗିରଫ କରିଛି । ଅଭିଯୁକ୍ତର ନାଁ ସୁରଜ କୁମାର ରାମ, ଘର ଝାଡଖଣ୍ଡ । ତା ନିକଟରୁ କିଛି ରେଳ ଟିକେଟ ନକଲି ଆଇଡି କାର୍ଡ ଓ ୟୁନିଫର୍ମ ମଧ୍ଯ ଜବତ କରିଛି ଜିଆରପି ଭୁବନେଶ୍ବର। ଏନେଇ ଆଇପିସିର ଧାରା 171/419/420/468/471 କୋର୍ଟ ଚାଲାଣ କରାଯାଇଛି।

ଭୁବନେଶ୍ବରରୁ ତାପସ ପରିଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.