ETV Bharat / city

ଅଗଷ୍ଟରେ ଆଗୁଆ ଆସିବ ଦରମା - ଅଗଷ୍ଟରେ ଆଗୁଆ ଆସିବ ଦରମା

ଚଳିତ ମାସ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । 1 ରେ ନୁହେଁ ଅଗଷ୍ଟ 31 ତାରିଖରେ ଆସିବ ପାଉଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 28, 2019, 8:14 PM IST

ଭୁବନେଶ୍ବର: ସରକାର କର୍ମଚାରୀଙ୍କ ଲାଗି ଖୁସି ଖବର । ଏଥର ଦରମା ଲାଗି ଆଉ 1 ତାରିଖକୁ ଅପେକ୍ଷା କରିବାକୁ ପଡିବନି । କାରଣ ଚଳିତ ମାସ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ପ୍ରତି ମାସ ଆରମ୍ଭରେ ଦରମା ମିଳୁଥିବା ବେଳେ ଏଥର 31ରେ ଆସିବ ପାଉଣା ।

ସେପ୍ଟେମ୍ବର 1 ଓ 2 ତାରିଖ ଛୁଟି ଦିନ ପଡ଼ୁଥିବାରୁ ଆଗୁଆ ଦରମା ଦେବାକୁ ଯୋଜନା କରିଛନ୍ତି ସରକାର । ସେପ୍ଟେମ୍ବର 1ରେ ଗଣେଶ ଚତୁର୍ଥୀ ଓ 2ରେ ନୂଆଖାଇ ଲାଗି ସରକାରୀ ଛୁଟି ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଆସନ୍ତା 31ରେ ସେମାନଙ୍କୁ ମିଳିବ ଦରମା। ଯେହେତୁ ସେପ୍ଟେମ୍ବର 1 ଓ 2 ଛୁଟିଦିନ ପଡୁଛି ତେଣୁ ଏହାପୂର୍ବରୁ ଦରମା ଦେବାକୁ ବ୍ୟବସ୍ଥା କରାଯାଇଛି। ନୂଆଖାଇ ଓ ଗଣେଶ ପୂଜା ପାଇଁ ଛୁଟି ପଡୁଛି। Body:HhConclusion:null
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.