ETV Bharat / city

ପାଟକୁରା ଭୋଟ ପାଇଁ ସବୈତନିକ ଛୁଟି ଦିବସ ଘୋଷଣା - vote

ଆସନ୍ତା 20ରେ ଅନୁଷ୍ଠିତ ହେବାକୁ ଥିବା ପାଟକୁରା ନିର୍ବାଚନୀ ମଣ୍ଡଳୀର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଭୋଟଦାନ ଦିବସଟିକୁ ସବୈତନିକ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 17, 2019, 9:51 PM IST

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ପାଟକୁରା ଭୋଟଦାନ ଦିବସଟିକୁ ସବୈତନିକ ଛୁଟି ଦିବସ ଭାବେ ଘୋଷଣା। ଆସନ୍ତା 20ରେ ଅନୁଷ୍ଠିତ ହେବାକୁ ଥିବା ପାଟକୁରା ନିର୍ବାଚନୀ ମଣ୍ଡଳୀର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଭୋଟଦାନ ଦିବସଟିକୁ ସବୈତନିକ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି ।

ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ପକ୍ଷରୁ ଓଡିଶା ଶିଳ୍ପ ସଂସ୍ଥା ଛୁଟି ଦିବସ ଅଧିନିୟମ ଆଧାରରେ ଏହି ଘୋଷଣା କରାଯାଇଛି । ଏହା ଅନୁସାରେ, ସମସ୍ତ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟୀକ ପ୍ରତିଷ୍ଠାନର କର୍ତ୍ତୃପକ୍ଷ ଓ ଯେଉଁ କର୍ମଚାରୀମାନେ ପାଟକୁରା ନିର୍ବାଚନ ମଣ୍ଡଳୀର ହୋଇଥିବେ ।

ସେମାନଙ୍କୁ ଭୋଟ ଦେବାକୁ ଯିବା ପାଇଁ ସବୈତନିକ ଛୁଟି ମିଳିବ । ଏହାସହ ସେହି ନିର୍ବାଚନ ମଣ୍ଡଳୀର ସବୁ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଭୋଟଦାନ ଦିବସରେ ବନ୍ଦ ରହିବ ।

ଭୁବନେଶ୍ୱରରୁ ଅଜିତ ଦାସ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.