ETV Bharat / city

ଅନଲାଇନରେ ପଢିବା ପାଇଁ ଖସଡା ପ୍ରସ୍ତୁତ କରୁଛନ୍ତି ସରକାର - ଅନଲାଇନ ଶିକ୍ଷା

କୋରୋନା ମହାମାରୀ ପାଇଁ ଅନଲାଇନ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ହ୍ଵାଟ୍ସଆପ ଗ୍ରୁଫ କରି ସବଜେକ୍ଟ ଏକ୍ସପର୍ଟମାନେ ଷ୍ଟଡି ମେଟେରିଆଲ ଯୋଗାଇ ଦିଆଯିବକୁ ନିଷ୍ପତ୍ତି ହୋଇଛି ।

government-is-preparing-a-draft-to-study-online
ଅନଲାଇନରେ ପଢିବା ପାଇଁ ଖସଡା ପ୍ରସ୍ତୁତ କରୁଛନ୍ତି ସରକାର
author img

By

Published : Jun 30, 2020, 10:27 PM IST

ଭୁବନେଶ୍ବର: କୋରୋନା ମହାମାରୀ ପାଇଁ ଅନଲାଇନ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ହ୍ଵାଟ୍ସଆପ ଗ୍ରୁପ କରି ସବଜେକ୍ଟ ଏକ୍ସପର୍ଟମାନେ ଷ୍ଟଡି ମେଟେରିଆଲ ଯୋଗାଇ ଦିଆଯିବକୁ ନିଷ୍ପତ୍ତି ହୋଇଛି । ଏହା ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ପାଠପଢ଼ା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଭିନବ ପଦକ୍ଷେପ। ଭିଡ଼ିଓ ମାଧ୍ୟମରେ ଶିକ୍ଷାଦାନ ପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି । ଏନେଇ ଜୁଲାଇ 1 ଓ 2 ତାରିଖରେ ଅଧ୍ୟାପକମାନଙ୍କ ଓରିଏଣ୍ଟେସନ କରାଯିବ।

ଅନଲାଇନରେ ପଢିବା ପାଇଁ ଖସଡା ପ୍ରସ୍ତୁତ କରୁଛନ୍ତି ସରକାର

ସେମାନଙ୍କ ଦୁଇ ଦିନିଆ ଟ୍ରେନିଂରେ ପ୍ରସ୍ତୁତିକୁ ଲକ୍ଷ୍ୟ କରି ସୁଟିଂ ଆରମ୍ଭ ହେବ। ତାକୁ ଦିକ୍ଷ୍ୟା, ସାମ୍ସ ଶିକ୍ଷା ସଂଯୋଗ ପୋର୍ଟାଲରେ ଉପଲୋଡ କରାଯିବ। ବିଜ୍ଞାନର ଗଣିତ, ପଦାର୍ଥ ବିଜ୍ଞାନ, ରାସାୟନିକ ବିଜ୍ଞାନ, ଜୀବ ବିଜ୍ଞାନ, ଓ ବାଣିଜ୍ୟ ବିଭାଗରେ ଆକାଉଣ୍ଟାଟକୁ ଭିଡ଼ିଓ ରେକର୍ଡି କରାଯିବ। ଓରିଏଣ୍ଟେସନ ଓ ସୁଟିଂ ଭୁବନେଶ୍ୱର ORSACSରେ ହେବ । ମୁଖ୍ୟତଃ କଟକ ଓ ଭୁବନେଶ୍ୱରର ଦକ୍ଷ ଅଧ୍ୟାପକ ଅଧ୍ୟାପିକାଙ୍କୁ ନେଇ ଏହି ପାଠପଢା ହେବ ବୋଲି ସୂଚନା ଦେଇଛନ୍ତି ଉଛ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ବେହେରା ।

ଭୂବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.