ETV Bharat / city

ମତ୍ସ୍ୟଜୀବୀଙ୍କ ପାଇଁ ଖୁସି ଖବର, ମାଛ ଧରିବାରେ ନାହିଁ କଟକଣା - no restrictions on fishing during lockdown

ଲକ୍‌ଡାଉନ୍ କଟକଣାରୁ ବାଦ୍ ପଡିଲା ମାଛ ଚାଷ। ମାଛ ଧରିବାକୁ ଯାଇପାରିବେ ମତ୍ସ୍ୟଜୀବୀ, ଧରିଥିବା ମାଛକୁ ବଜାରରେ ବିକ୍ରି ବି କରିପାରିବେ। ଅଧିକ ପଢନ୍ତୁ...

good news for fishermen
ମତ୍ସ୍ୟଜୀବୀଙ୍କ ପାଇଁ ଖୁସି ଖବର, ମାଛ ଧରିବାରେ ନାହିଁ କଟକଣା
author img

By

Published : Apr 11, 2020, 1:08 PM IST

ଭୁବନେଶ୍ବର: ଲକ୍‌ଡାଉନ୍ କଟକଣାରୁ ବାଦ୍ ପଡିଲା ମାଛ ଚାଷ। ମାଛ ଧରିବାକୁ ଯାଇପାରିବେ ମତ୍ସ୍ୟଜୀବୀ, ଧରିଥିବା ମାଛକୁ ବଜାରରେ ବିକ୍ରି ବି କରିପାରିବେ। ଏନେଇ କୌଣସି କଟକଣା ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା ।

no restrictions on fishing
ମାଛ ଧରିବାରେ ନାହିଁ କଟକଣା

ମତ୍ସ୍ୟ ଶିଳ୍ପ ସହ ଜଡିତ କର୍ମଚାରୀଙ୍କ କାର୍ଯ୍ୟ ସ୍ବାଭାବିକ ରହିବ ବୋଲି ଏଥିରେ ଦର୍ଶାଯାଇଛି । ମାଛ ଧରିବାଠୁ ଆରମ୍ଭ କରି ଏହାକୁ ବିକ୍ରି କରିବା ପର୍ଯ୍ୟନ୍ତ କୌଣସି କଟକଣା ଲାଗୁ ହେବ ନାହିଁ ବୋଲି କୁହାଯାଇଛି । ସୂଚନାଥାଉକି, ପୂର୍ବରୁ କୃଷି ସହ ଜଡିତ ଅନେକ କାମ କରିବାକୁ ସରକାର ଅନୁମତି ଦେଇଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.