ETV Bharat / city

ଗଞ୍ଜାମ ବସ ଟ୍ରାଜେଡି: ଶକ୍ତି ବିଭାଗର ଦୋଷ କହିଲେ ପରିବହନ ମନ୍ତ୍ରୀ - ପରିବହନ ମନ୍ତ୍ରୀ ଗଞ୍ଜାମ ବସ୍‌ ଟ୍ରାଜେଡି

ବ୍ରହ୍ମପୁର ଗୋଳନ୍ଥରା ମେଣ୍ଡରାଜପୁରରେ ବସ୍ ଟ୍ରାଜେଡି ମାମଲାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଯେ ଘଟଣାସ୍ଥଳ ଓ ପାରିପାର୍ଶ୍ବିକ ସ୍ଥିତି ପରିଦର୍ଶନରୁ ଜଣାପଡ଼ିଛି ଯେ ଏହା ଶକ୍ତି ବିଭାଗର ଦୋଷ । ଅଧିକ ପଢନ୍ତୁ...

ଗଞ୍ଜାମ ବସ ଟ୍ରାଜେଡି
ଗଞ୍ଜାମ ବସ ଟ୍ରାଜେଡି
author img

By

Published : Feb 13, 2020, 1:24 PM IST

ଭୁବନେଶ୍ବର: ବ୍ରହ୍ମପୁର ଗୋଳନ୍ଥରା ମେଣ୍ଡରାଜପୁରରେ ବସ୍ ଟ୍ରାଜେଡି ମାମଲାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରତିକ୍ରିୟା । ଘଟଣାସ୍ଥଳ ଓ ପାରିପାର୍ଶ୍ବିକ ସ୍ଥିତି ପରିଦର୍ଶନରୁ ଜଣାପଡ଼ିଛି ଯେ ଏହା ଶକ୍ତି ବିଭାଗର ଦୋଷ ପ୍ରତିକ୍ରିୟାରେ କହିଛନ୍ତି ମନ୍ତ୍ରୀ ।

ଗଞ୍ଜାମ ବସ ଟ୍ରାଜେଡି: ଶକ୍ତି ବିଭାଗର ଦୋଷ କହିଲେ ପରିବହନ ମନ୍ତ୍ରୀ

ଏହାସହ ପରିବହନ ମନ୍ତ୍ରୀ ଗତକାଲି ଘଟଣାସ୍ଥଳକୁ ଯାଇଥିବା କହିଛନ୍ତି । ତଦନ୍ତ ରିପୋର୍ଟ ଆସି ସାରିଛି, ଅନୁଧ୍ୟାନ କରାଯିବ, ଅନୁଧ୍ୟାନ ପରେ ଜଣାପଡ଼ିବ ପ୍ରକୃତ ଦୋଷୀ କିଏ ବୋଲି କହିଛନ୍ତି ମନ୍ତ୍ରୀ । ଯାହାର ଦୋଷ ଅଛି ସେମାନଙ୍କ ଉପରେ କୋଠର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । କ୍ଷେତ୍ର ପରିଦର୍ଶନ ସହ ଏହି ବସ୍‌ ଟ୍ରେଜେଡି ପିଡୀତଙ୍କ ପରିବାରକୁ ଭେଟିଛନ୍ତି ମନ୍ତ୍ରୀ । ଆଗକୁ ଏନେଇ ବସ ଆସୋସିଏସନ ସହ ଆଲୋଚନା କରାଯିବ ।ଏନେଇ ଆବଶ୍ୟକତା ରହିବ ।

ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ରଗେଂଇଲୁଣ୍ଡା ବ୍ଲକ ଅଞ୍ଚଳରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗତ ରବିବାର ଏକ ବରଯାତ୍ରୀ ବସରେ କରେଣ୍ଟ ଲାଗି 9 ଜଣଙ୍କ ମୃତ୍ୟୁ ହୋଇଥିଲା ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.