ETV Bharat / city

ଲାକଡାଉନ ଅବଧି ବୃଦ୍ଧି, ଗଜପତିଙ୍କ ସ୍ବାଗତ

ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପୁରୀ ଗଜପତି ମହାରାଜା । ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଏହାକୁ କଡାକଡି ଭାବେ ପାଳନ କରିବାକୁ ମହାରାଜା ନିବେଦନ କରିଛନ୍ତି ।

author img

By

Published : Apr 10, 2020, 4:11 PM IST

lockdown extension
ଲାକଡାଉନ ଅବଧି ବୃଦ୍ଧି, ଗଜପତିଙ୍କ ସ୍ବାଗତ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପୁରୀ ଗଜପତି ମହାରାଜା । ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଏହାକୁ କଡାକଡି ଭାବେ ପାଳନ କରିବାକୁ ମହାରାଜା ନିବେଦନ କରିଛନ୍ତି ।

lockdown extension
ଲାକଡାଉନ ଅବଧି ବୃଦ୍ଧି, ଗଜପତିଙ୍କ ସ୍ବାଗତ

ଏହି ଲକ୍‌ଡାଉନ୍‌କୁ ଆନ୍ତରିକତାର ସହ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରି ମହାପ୍ରଭୁଙ୍କ କୃପାରୁ ଏହି ବିପଦ ଅତିଶୀଘ୍ର ଟଳିଯାଉ ବୋଲି କହିଛନ୍ତି ଗଜପତି। ସୂଚନାଥାଉକି, କୋରୋନା ମୁକାବିଲା ପାଇଁ ରାଜ୍ୟସରକାର ଲକ୍‌ଡାଉନ୍‌ ଅବଧିକୁ ଅପ୍ରେଲ 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.