ଭୁବନେଶ୍ବର: ଭୁଷୁଡିବାରେ ଲାଗିଛି ରାଜ୍ୟର ଶିକ୍ଷା ବ୍ୟବସ୍ଥା । ଅନ୍ଧକାରରେ ଦେଶର କୁନି କୁନି ଭବିଷ୍ୟତଙ୍କ ଭାଗ୍ୟ । ଦୀର୍ଘ 8 ମାସରୁ ଉର୍ଦ୍ଧ୍ବ ଦିନ ଧରି ସ୍କୁଲରେ ଝୁଲୁଛି ତାଲା, ଯାହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ । ମହାମାରୀ କୋରୋନା ଯୋଗୁଁ ସରକାର ଆରମ୍ଭ କରିଥିଲେ ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା । ହେଲେ ଆଇଟି କ୍ଷେତ୍ରରେ ଭିତ୍ତିଭୂମିର ଅଭାବ ଅନେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଗ୍ରହଣରୁ କରିଛି ବଞ୍ଚିତ । ଏଭଳିସ୍ଥିତିରେ ପ୍ରଶ୍ନ ଉଠୁଛି କଣ ଆଗାମୀ ଦିନରେ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ କି ବିଦ୍ୟାର୍ଥୀଙ୍କ ଭବିଷ୍ୟତ?
ସ୍କୁଲରେ ତାଲା ଝୁଲାଇ ଶୋଇଛନ୍ତି ସରକାର, କଣ ହେବ ଶିକ୍ଷା ବ୍ୟବସ୍ଥାର ଭବିଷ୍ୟତ? - ଶିକ୍ଷା ବ୍ୟବସ୍ଥା ଭବିଷ୍ୟତ
ଦୀର୍ଘ 8 ମାସରୁ ଉର୍ଦ୍ଧ୍ବ ଦିନ ଧରି ସ୍କୁଲରେ ଝୁଲୁଛି ତାଲା, ଯାହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏଭଳିସ୍ଥିତିରେ ପ୍ରଶ୍ନ ଉଠୁଛି କଣ ଆଗାମୀ ଦିନରେ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ କି ବିଦ୍ୟାର୍ଥୀଙ୍କ ଭବିଷ୍ୟତ? ଅଧିକ ପଢନ୍ତୁ...
![ସ୍କୁଲରେ ତାଲା ଝୁଲାଇ ଶୋଇଛନ୍ତି ସରକାର, କଣ ହେବ ଶିକ୍ଷା ବ୍ୟବସ୍ଥାର ଭବିଷ୍ୟତ? ସ୍କୁଲରେ ତାଲା ଝୁଲାଇ ଶୋଇଛନ୍ତି ସରକାର, କଣ ହେବ ଶିକ୍ଷା ବ୍ୟବସ୍ଥାର ଭବିଷ୍ୟତ?](https://etvbharatimages.akamaized.net/etvbharat/prod-images/768-512-9783725-thumbnail-3x2-ll.jpg?imwidth=3840)
ସ୍କୁଲରେ ତାଲା ଝୁଲାଇ ଶୋଇଛନ୍ତି ସରକାର, କଣ ହେବ ଶିକ୍ଷା ବ୍ୟବସ୍ଥାର ଭବିଷ୍ୟତ?