ETV Bharat / city

ବାଲିଯାତ୍ରାରେ ମାଗଣାରେ ମିଳୁଛି ଡ୍ରେସ !

author img

By

Published : Nov 13, 2019, 12:02 AM IST

ଭୁବନେଶ୍ବର କୁଆଖାଇ ନଦୀ ପଠାରେ ଚଳିତ ବର୍ଷ ତୃତୀୟ ବାଲିଯାତ୍ରା ଆରମ୍ଭ ହୋଇଛି । ଏଠାରେ ଏକ ସଂସ୍ଥା ପକ୍ଷରୁ ବିନାମୂଲ୍ୟରେ ପୁରୁଣା ଡ୍ରେସ ଓ ଖେଳନା ଯୋଗାଇ ଦିଆଯାଉଛି ।

ବାଲିଯାତ୍ରାରେ ମିଳୁଛି ବିନା ମୂଲ୍ୟରେ ପୁରୁଣା ଡ୍ରେସ

ଭୁବନେଶ୍ବର: ବାଲିଯାତ୍ରାରେ ମିଳୁଛି ବିନା ମୂଲ୍ୟରେ ପୁରୁଣା ଡ୍ରେସ୍। ଏକ ସଂସ୍ଥା ପକ୍ଷରୁ ବିନା ମୂଲ୍ୟରେ ପୁରୁଣା ଡ୍ରେସ ଓ ଖେଳଣା ଯୋଗାଇ ଦିଆଯାଉଛି। ଯାହା ଛୋଟ ପିଲା ଓ ବିଭିନ୍ନ ବୟସର ପୋଷାକ ସହ ଖେଳଣା ମଧ୍ୟ ମାଗଣାରେ ନେଇପାରିବେ ।

ବାଲିଯାତ୍ରାରେ ମିଳୁଛି ବିନା ମୂଲ୍ୟରେ ପୁରୁଣା ଡ୍ରେସ

ଭୁବନେଶ୍ବର କୁଆଖାଇ ନଦୀପଠାରେ ଚଳିତ ବର୍ଷ ତୃତୀୟ ବାଲିଯାତ୍ରା ଆରମ୍ଭ ହୋଇଛି । ଏଠାରେ ପ୍ରଥମ ଦିନରେ କମ ମାତ୍ରାରେ ଷ୍ଟଲ ଖୋଲାଯାଇଛି । ଏହି ସମସ୍ତ ଷ୍ଟଲ ଭିତରେ ଏକ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ହେଲା ଏକ ସଂସ୍ଥା ପକ୍ଷରୁ ଗରିବ ମାନଙ୍କ ପାଇଁ ପୁରୁଣା ବସ୍ତ୍ର ବା ଖେଳନା ମାଗଣାରେ ଯୋଗାଇ ଦିଆଯାଉଛି । ଯେ କୌଣସି ଡ୍ରେସ ହେଉ ବା ଖେଳନା, ଧନୀ ହୁଅନ୍ତୁ କିମ୍ବା ଗରିବ ସମସ୍ତେ ବିନା ମୂଲ୍ୟରେ ଏଠାରୁ ନେଇପାରିବ ପୋଷାକ। ଏହି ଷ୍ଟଲ ସମ୍ମୁଖରେ ଭିଡ ଲାଗିରହିଥିଲା ।

ଏହାକୁ ନେଇ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଯେଉଁ ବ୍ୟକ୍ତିଙ୍କର ପାଖରେ ପୋଷାକ ପୁରୁଣା ରହିଯାଉଛି ସେମାନେ ଏହି ସଂସ୍ଥାକୁ ଦାନ କରୁଛନ୍ତି । ଉକ୍ତ ବସ୍ତ୍ରକୁ ନେଇ ଗରିବ ପିଲା ହୁଅନ୍ତୁ କିମ୍ବା ବସ୍ତି ପିଲାଙ୍କୁ ବଣ୍ଟାଯାଉଛି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରକୁ ଯାଇ ପୁରୁଣା ବସ୍ତ୍ର ବଣ୍ଟା ଯାଉଛି। ଯେଉଁମାନେ ବସ୍ତ୍ର ପିନ୍ଧିବାକୁ ପାଉନାହାଁନ୍ତି ବା ଅଭାବରେ ଦିନ କାଟୁଛନ୍ତି ସେମାନଙ୍କ ପାଇଁ ଏହା ବହୁତ ସାହାଯ୍ୟଦାୟକ । ଏହା ଏକ ଭଲ ପ୍ରୟାସ । ଯାହା ଲୋକମାନଙ୍କ ପାଖରେ ପହଞ୍ଚିପାରୁଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ବାଲିଯାତ୍ରା ରେ ମିଳୁଛି ବିନା ମୂଲ୍ୟରେ ପୁରୁଣା ଡ୍ରେସ।

ଏକ ସଂସ୍ଥା ପକ୍ଷରୁ ବୀମା ମୂଲ୍ୟରେ ପୁରୁଣା ଡ୍ରେସ ଓ ଖେଳନା ଯୋଗାଇ ଦିଆଯାଉଛି। ଯାହା ଛୋଟ ପିଲା ଓ ବିଭିନ୍ନ ବୟସର ପୋଷାକ ସହ ଖେଳନା ମଧ୍ୟ ମାଗଣାରେ ନେଇପାରିବେ। ଯାହା ସମ୍ପୂର୍ଣ୍ଣ ମାଗଣା ରେ ଯୋଗାଇଆ ଦିଆଯାଉଛି।

Body:

ଭୁବନେଶ୍ୱର କୁଆଖାଇ ନଦୀ ପଠା ରେ ଚଳିତ ବର୍ଷ ତୃତୀୟ ବାଲିଯାତ୍ରା ଆରମ୍ଭ ହେଉଛି। ଯାହା ଏକ ପ୍ରଥମ ଦିନ ରେ କମ ମାତ୍ର ରେ ଷ୍ଟଲ ଖୋଲାଯାଇଛି। ଏହି ସମସ୍ତ ଷ୍ଟଲ ଭିତରେ ଏକ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି। ଯାହା ଦୀର୍ଘ ବର୍ଷ ହେଲା ଏକ ସଂସ୍ଥା ପକ୍ଷରୁ ପୁରୁଣା ବସ୍ତ୍ର ବା ଖେଳନା ମାଗଣାରେ ଯୋଗାଇ ଦିଆଯାଉଛି ଗରିବ ମାନଙ୍କୁ। ତାହା ଏବେ ଭୁବନେଶ୍ୱର ବାଲିଯାତ୍ରା ରେ ଦେଖିବାକୁ ମିଳୁଛି। ଯେ କୌଣସି ଡ୍ରେସ ହେଉ ବା ଖେଳନା ଯାହା ବି ଧନୀ ହେଉ କି ଗରିବ ବିନା ମୂଲ୍ୟରେ ନେଇପାରିବ। ଯାହାକୁ ନେଇ ଦେଖା ଯାଇଥିଲା କି ଷ୍ଟଲ ସମ୍ମୁଖରର ଭିଡ ଲାଗିରହିଥିଲା। ନିଜର ମନ ପସନ୍ଦର ଜିନିଷ ନେଇ ପାରିବେ ବିନା ମୂଲ୍ୟରେ

ଏହାକୁ ନେଇ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଯାହାର ବସ୍ତ୍ର ପାଖ ରେ ପୁରୁଣା ରହିଯାଉଛି ତାହା ଏହି ସଂସ୍ଥା କୁ ଦେଇଲୁଛନ୍ତି। ଯାହା ସେହି ବସ୍ତ୍ର କୁ ନେଇ ଗରିବ ପିଲା ହେଉକି ବସ୍ତି ପିଲା ଙ୍କୁ ବଣ୍ଟାଯାଉଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରକୁ ଯାଇ ପୁରୁଣା ବସ୍ତ୍ର ବଣ୍ଟା ଯାଉଛି। ଯାହା ଫଳରେ ଯେଉଇଁ ମନେ ବସ୍ତ୍ର ପିନ୍ଧିବା କୁ ପାଉନାହାନ୍ତି ବା ଅଭାବ ରହୁଛି ତାହା ପୁରଣ କରାଯାଉଛି।
ଏହା ଏକ ଭଲ ପ୍ରୟାସ । ଯାହା ଲୋକମାନଙ୍କ ପାଖ ରେ ପହଂଚିପାରୁଛି। ସେମାନେ ଅଭାବ ଦୃଷ୍ଟିରେ ରଖି ମାଗଣାରେ ବସ୍ତ୍ର ମିଳିପାରୁଛି ବୋଲି କହିଛନ୍ତି ।

Byte- ଦେବଦାସ ମହାନ୍ତି, ପଞ୍ଚସଖା ଫାଉଣ୍ଡେସନ ସଦସ୍ୟ।
Byte- ମୂର୍ଣ୍ଣାଲ ଅଗ୍ରୱାଲା, ମାରୁଆଡ଼ି ଫାଉଣ୍ଡେସନର ସଦସ୍ୟ।
Byte- ସୁବଶିନୀ ସ୍ୱାଇଁ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.