ETV Bharat / city

ମହାମାରୀ ମୃତ୍ୟୁରେ ବ୍ରେକ; 6 ମାସ ପରେ ଖସିଲା ସଂଖ୍ୟା

author img

By

Published : Nov 29, 2020, 12:49 PM IST

ରାଜ୍ୟରେ କୋରୋନା ମୃତ୍ୟୁରେ ଲାଗିଲା ରୋକ । ଗୋଟିଏ ଦିନରେ 4 ଜଣଙ୍କ ଜୀବନ ନେଲା କିଲର ଭାଇରସ । ମୋଟ ମୃତ୍ୟୁ ସଂଖ୍ୟା 1734କୁ ବୃଦ୍ଧି । ଅଧିକ ପଢନ୍ତୁ...

four covid19 positive patients died in today
ରାଜ୍ୟରେ କମିଲା କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ଗଡିଲା 4 ମୁଣ୍ତ

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କୋରୋନା ଗ୍ରାଫ । ସଂକ୍ରମଣ ମାମଲା ଧିରେ ଧିରେ କମୁଥିବା ବେଳେ ଏବେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଏକ ପ୍ରକାର ବ୍ରେକ ଲାଗିଛି । ଗୋଟିଏ ଦିନରେ 4 ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା 1734କୁ ବୃଦ୍ଧି ପାଇଛି ।

ବାଲେଶ୍ବରରେ 43 ବର୍ଷର ପୁରୁଷ, ଭୁବନେଶ୍ବରରେ 45 ବର୍ଷର ପୁରୁଷଙ୍କ କୋରୋନାରେ ଜୀବନ ଯାଇଛି । ସେହିପରି, ଢେଙ୍କାନାଳରେ 57 ବର୍ଷର ପୁରୁଷ ଓ ଖୋର୍ଦ୍ଧାରେ 56 ବର୍ଷର ମହିଳାଙ୍କର ମୁଣ୍ତ ନେଇଛି କିଲର ଭାଇରସ ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.