ETV Bharat / city

ନିଳାଚଳରୁ ପୁଞ୍ଜି ପ୍ରତ୍ୟାହାର ପ୍ରସଙ୍ଗ; କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ଶ୍ରୀକାନ୍ତ ଜେନା - Farmer union Minister

ନିଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ପ୍ରସଙ୍ଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ହମଲା । ଆଣିଲେ ସାଂଘାତିକ ଅଭିଯୋଗ ।

Farmer union Minister
Farmer union Minister
author img

By

Published : Jan 12, 2020, 5:25 PM IST

ଭୁବନେଶ୍ବର: ନିଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ ତୀବ୍ର ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କୁ ଯୋରଦାର ସମାଲୋଚନା କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା । ଶ୍ରୀକାନ୍ତ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ହମଲା କରିଛନ୍ତି । ସେ ଅଭିଯୋଗ କରିଛନ୍ତି କେନ୍ଦ୍ରରେ ନରେନ୍ଦ୍ର ମୋଦି ଓ ଓଡିଶାରେ ନବୀନ ପଟ୍ଟନାୟକ ସରକାର ମିଳିମିଶି ଏହି ସଂସ୍ଥାକୁ ଘରୋଇ କମ୍ପାନୀ ହାତରେ ଟେକି ଦେବାକୁ ବସିଛନ୍ତି। ଆଦାନୀ, ଜିନ୍ଦଲ ଏହାର ପରିଚାଳନା କରିବେ।

କେନ୍ଦ୍ର ରାଜ୍ୟ ଉପରେ ବର୍ଷିଲେ ଶ୍ରୀକାନ୍ତ ଜେନା

ଜାଣିଶୁଣି ଏହି ସଂସ୍ଥାକୁ ଦେବାଳିଆ କରିଛନ୍ତି ସରକାର। ସେ ପ୍ରଶ୍ନ କରିଛନ୍ତି ଦୀର୍ଘବର୍ଷ ଧରି ଲାଭରେ ଚାଲୁଥିବା ନିଳାଚଳ ଇସ୍ପାତ ଦେବାଳିଆ ହେଲା କେମିତି ? ଏବେ 200 କୋଟି ଟଙ୍କାର କ୍ଷତି ସହିଥିବା ଏହି ସଂସ୍ଥାକୁ କଣ କେନ୍ଦ୍ର ବା ରାଜ୍ୟ ସରକାର ପୁନଃରୁଦ୍ଧାର କରିପାରିନଥାନ୍ତେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ଏହାର ଜବାବ ରଖିଛି ବିଜେଡି ଓ କଂଗ୍ରେସ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଷ୍ଟ୍ରାୟତ ଇସ୍ପାତ କମ୍ପାନୀ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ର ଘରୋଇକରଣ କାହା ସ୍ୱାର୍ଥରେ। ଏହା ପଛରେ କାହାର ରହିଛି ମସୁଧା। କେନ୍ଦ୍ରର ନରେନ୍ଦ୍ର ମୋଦି ଓ ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ହିଁ ମିଳିମିଶି ଏହି ସଂସ୍ଥାକୁ ଘରୋଇ କମ୍ପାନୀ ହାତରେ ତେଜି ଦେବାକୁ ବସିଛନ୍ତି। ଆଦାନୀ, ଜିନ୍ଦଲ ଏହାର ପରିଚାଳନା କରିବେ। ଜାଣିଶୁଣି ଏହି ସଂସ୍ଥାକୁ ଫେବଳିଆ କରିଛନ୍ତି ସରକାର। ଦୀର୍ଘବର୍ଷ ଧରି ଲାଭ କରି ଆସୁଥିବା ଏହି ସଂସ୍ଥା ଦେବାଳିଆ ହେଲା କାହିଁକି। ଏବେ 200 କୋଟି ଟଙ୍କାର କ୍ଷତି ସହିଥିବା ଏହି ସଂସ୍ଥାକୁ କଣ କେନ୍ଦ୍ର ବା ରାଜ୍ୟ ସରକାର ପୁନରୁଦ୍ଧାର କରିପାରିନଥାନ୍ତେ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ସେପଟେ ଏହାର ଜବାବ ରଖିଛି ବିଜେଡି ଓ କଂଗ୍ରେସ।

Body:ବାଇଟ ଶ୍ରୀକାନ୍ତ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.