ETV Bharat / city

ଓସିଏକୁ ଝଟ୍‌କା, କୋରୋନା ନେଲା ପୂର୍ବତନ କ୍ରିକେଟର ରବି ନାରାୟଣଙ୍କ ଜୀବନ - କ୍ରିକେଟର ରବି ନାରାୟଣ ପଣ୍ଡାଙ୍କ ଦେହାନ୍ତ

କୋଭିଡ଼ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ଓଡ଼ିଶାର ପୂର୍ବତନ କ୍ରିକେଟର ରବି ନାରାୟଣ ପଣ୍ଡା । ଅଧିକ ପଢନ୍ତୁ...

ଆରପାରିରେ ଓଡ଼ିଶାର ପୂର୍ବତନ କ୍ରିକେଟର ରବି ନାରାୟଣ ପଣ୍ଡା

author img

By

Published : May 8, 2021, 1:46 PM IST

Updated : May 8, 2021, 2:13 PM IST

ଭୁବନେଶ୍ବର: ଆରପାରିରେ ଓଡ଼ିଶାର ପୂର୍ବତନ କ୍ରିକେଟର ରବି ନାରାୟଣ ପଣ୍ଡା । ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 63 ବର୍ଷ ବୟସ ହୋଇଥିଲା । ତେବେ କୋଭିଡ଼ରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

କ୍ରୀଡା ଜଗତକୁ ଝଟ୍‌କା: କୋରୋନାରେ ଆଖି ବୁଜିଲେ ପୂର୍ବତନ କ୍ରିକେଟର ରବି ନାରାୟଣ ପଣ୍ଡା

ସେ ଓଡିଶା ପକ୍ଷରୁ 30ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି । ତାଙ୍କ ପତ୍ନୀ ମଧ୍ୟ ଏବେ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ଅବସ୍ଥା ସଂକଟପର୍ଣ୍ଣ ଥିବା ସୂଚନା ମିଳିଛି । 1974 ମସିହାରେ କଟକ ମଦନ ସ୍ପୋର୍ଟ୍ସ କ୍ରିକେଟ କ୍ଲବରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ରବି ନାରାୟଣ ପଣ୍ଡା ।

ଓଡିଶା ବ୍ୟତୀତ ଇଷ୍ଟ ଜୋନ ପାଇଁ ମଧ୍ୟ କ୍ରିକେଟ ଖେଳିଛନ୍ତି ସେ । 2004- 05 ମସିହାରେ କ୍ରିକେଟରୁ ଅବସର ନେବା ପରେ ମ୍ୟାଚ ରେଫରୀ ଭାବେ କାର୍ଯ୍ୟ କରୁଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ସଙ୍ଖୁଆ ଓ କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : May 8, 2021, 2:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.