ETV Bharat / city

83 ପୋଲିସ ଅଧିକାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ

author img

By

Published : Apr 2, 2021, 12:33 PM IST

2020-21 ବର୍ଷ ପାଇଁ 83 ଜଣ ପୋଲିସ ଅଧିକାରୀଙ୍କୁ ମିଳିଲା ଆରକ୍ଷୀ ମହାନିର୍ଦ୍ଦେଶକ ପଦକ । ଅଧିକ ପଢନ୍ତୁ...

ଅଧିକାରୀଙ୍କୁ ମିଳିଲା ଆରକ୍ଷୀ ମହାନିର୍ଦ୍ଦେଶକ ପଦକ

ଭୁବନେଶ୍ବର: ପୋଲିସ ଅଧିକାରୀଙ୍କୁ ମିଳିଲା ଆରକ୍ଷୀ ମହାନିର୍ଦ୍ଦେଶକ ପଦକ । 2020-21 ବର୍ଷ ପାଇଁ 83 ଜଣ ପୋଲିସ ଅଧିକାରୀଙ୍କୁ ମିଳିଲା ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ।

ଆଜି(ଶୁକ୍ରବାର) ପୋଲିସ ଭବନରେ ଆୟୋଜିତ ମହାନିର୍ଦ୍ଦେଶକ ପଦକ ପ୍ରଦାନ ଉତ୍ସବରେ ପୋଲିସ ଡିଜି ଅଭୟ ପଦକ ସହ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ।

ତେବେ 83 ଜଣଙ୍କ ମଧ୍ୟରୁ କୋରୋନାରେ ଶହୀଦ ହୋଇଥିବା 17 ପୋଲିସ ଅଧିକାରୀଙ୍କୁ ମଧ୍ୟ ପ୍ରଶଂସା ପତ୍ର ଦିଆଯାଇଛି । ଶହୀଦ ପୋଲିସ ଅଧିକାରୀଙ୍କ ପରିବାରବର୍ଗ ଏହି ପ୍ରଶଂସା ପତ୍ର ଗ୍ରହଣ କରିଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.