ETV Bharat / city

ଧ୍ବଜାବତରଣ ଉତ୍ସବ, ପୋଲିସ ବାଦ୍ୟରେ ପ୍ରକମ୍ପିତ ହେଲା ୭ମ ବାଟାଲିୟନ ପରିସର

author img

By

Published : Jan 31, 2020, 8:39 PM IST

ଧ୍ବଜାବତରଣ ଉତ୍ସବରେ ପ୍ରକମ୍ପିତ ହେଲା ୭ମ ବାଟାଲିୟନ ପରିସର । ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କ ସହ ପୋଲିସ ଅଫିସିଆଲ ଓ ଦର୍ଶକ। ଧ୍ବଜାବତରଣ ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ୭ମ ବାଟାଲିୟନ ଶୋଭାକୁ ଦ୍ବିଗୁଣିତ କରିଥିଲା।

ଧ୍ବଜାବତରଣ ଉତ୍ସବ
ଧ୍ବଜାବତରଣ ଉତ୍ସବ

ଭୁବନେଶ୍ବର: ୭ମ ବାଟାଲିଅନରେ ଧ୍ବଜାବତରଣ ଉତ୍ସବ। ପ୍ରକମ୍ପିତ ହେଉଥିଲା ପୋଲିସ ବାଦ୍ୟ। ପରିବେଷଣ କରୁଥିଲେ ପୋଲିସ ବ୍ୟାଣ୍ଡର ୩୨୨ଜଣ ପୋଲିସ କର୍ମଚାରୀ। ଗୋଟିଏ ପରେ ଗୋଟିଏ ତାଳରେ ପରିବେଷଣ ପରେ ଅବତରଣ ହେଲା ଜାତୀୟ ପତାକା। ସୂର୍ଯ୍ୟାସ୍ତ ପୂର୍ବରୁ ସୈନିକଙ୍କୁ ଯୁଦ୍ଧରୁ ନିବୃତ ରହିବା ଲାଗି ଯେପରି ଯୁଦ୍ଧବସାନ ହୁଏ, ସେହିପରି ଅନୁରୂପ ଢଙ୍ଗରେ ଅବତରଣ ହୋଇଥିଲା ଧ୍ବଜା।

ଧ୍ବଜାବତରଣ ଉତ୍ସବ

ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କ ସହ ପୋଲିସ ଅଫିସିଆଲ ଓ ଦର୍ଶକ। ଧ୍ବଜାବତରଣ ପରେ ରଙ୍ଗାରଙ୍ଗ କାର୍ଯକ୍ରମ ୭ମ ବାଟାଲିୟନର ଶୋଭାକୁ ଦ୍ବିଗୁଣିତ କରିଥିଲା।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:୫ଦିନ ପରେ ଅବତରଣ ହେଲା ଜାତିୟ ପତାକା,
Body:

୭ମ ବାଟାଲିୟନରେ ଧ୍ବଜାବତରଣ ଉତ୍ସବ।ପ୍ରକମ୍ପିତ ହେଉଥିଲା ପୋଲିସ ବାଦ୍ଯ।ପରିବେଶଣ କରୁଥିଲେ ପୋଲିସ ବ୍ଯାଣ୍ଡର ୩୨୨ଜଣ ପୋଲିସ କର୍ମଚାରି।ଗୋଟିଏ ପରେ ଗୋଟିଏ ତାଳରେ ପରିବେଶଣ ପରେ ଅବତରଣ ହେଲା ଜାତିୟ ପତାକା।ସୁର୍ଯସ୍ତ ପୁର୍ବରୁ ସୈନ୍ଯଙ୍କୁ ଯୁଦ୍ଧରୁ ନିବୃତ ରହିବା ଲାଗି ଯେପରି ଯୁଦ୍ଧବସାନ ହୁଏ।ସେହିପରି ଅନୁରୁପ ଢଙ୍ଗରେ ଅବତରଣ ହୋଇଥିଲା ଧ୍ବଜା।ଉପସ୍ଥିତ ଥିଲେ ମୁଥ୍ଯମନ୍ତ୍ରୀ ଓ ପୋଲିସ ଡିଜିଙ୍କ ସହ ପୋଲିସ ଅଫିସିଆଲ ଓ ଦର୍ଶକ।ଧ୍ବଜାବତରଣ ପରେ ରଙ୍ଗାରଙ୍ଗ କାର୍ଯକ୍ରମ ୭ମ ବାଟାଲିୟନର ଶୋଭାକୁ ଦ୍ବିଗୁଣିତ କରିଥିଲା।

Conclusion:ବାଇଟ-ଅଭୟ,ପୋଲିସ ଡିଜି
ବାଇଟ-ସୁଧାଂଶୁ ଷରଙ୍ଗି,ପୋଲିସ କମିସନର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.