ETV Bharat / city

ଗୋଟିଏ ଦିନରେ 7 ଭାଲୁ ଛୁଆ ଉଦ୍ଧାର

author img

By

Published : Apr 22, 2021, 7:45 PM IST

Updated : Apr 22, 2021, 10:59 PM IST

ଗୁରୁବାର ଖୋର୍ଦ୍ଧାରୁ 7ଟି ଭାଲୁ ଛୁଆ ଉଦ୍ଧାର କରିଛନ୍ତି ବନ ବିଭାଗ । ଅଧିକ ପଢନ୍ତୁ...

ପାଞ୍ଚ ଭାଲୁ ଛୁଆ ଉଦ୍ଧାର
ପାଞ୍ଚ ଭାଲୁ ଛୁଆ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ପୌର ପରିଷଦରେ ଜଣଙ୍କ ଘରୁ ପୁଣି ଦୁଇଟି ଭାଲୁ ଛୁଆ ଉଦ୍ଧାର ହୋଇଛି । ଗୁରୁବାର ସନ୍ଧ୍ୟାରେ ଦୁଇଟି ଭାଲୁ ଛୁଆ ଘର ଭିତରେ ପସିଯିବାରୁ ପରିବାର ଲୋକେ ଭୟଭୀତ ହୋଇ ପ୍ରଥମେ ପୋଲିସ ଓ ପରେ ବନ ବିଭାଗକୁ ଖବର ଦେଇଥିଲେ । ତେବେ ସେଠାରେ ବନ ବିଭାଗ ପହଁଞ୍ଚି ଭାଲୁ ଛୁଆକୁ ଉଦ୍ଧାର କରିଛି ।

ଗୋଟିଏ ଦିନରେ 7 ଭାଲୁ ଛୁଆ ଉଦ୍ଧାର
ଗୋଟିଏ ଦିନରେ 7 ଭାଲୁ ଛୁଆ ଉଦ୍ଧାର
ଗୋଟିଏ ଦିନରେ 7 ଭାଲୁ ଛୁଆ ଉଦ୍ଧାର
ଗୋଟିଏ ଦିନରେ 7 ଭାଲୁ ଛୁଆ ଉଦ୍ଧାର

ସେହିପରି ଗୁରୁବାର ଅପରାହ୍ନରେ ଖୋର୍ଦ୍ଧାର ପିତାପଲ୍ଲୀ ନିକଟ ଗଙ୍ଗପଡା ଅଞ୍ଚଳ ନିକଟସ୍ଥ ଚନ୍ଦକା ଜଙ୍ଗଲରୁ ପାଞ୍ଚଟି ଭାଲୁ ଛୁଆ ଉଦ୍ଧାର ହୋଇଥିଲେ । ସ୍ଥାନୀୟ ଅଞ୍ଚଳର ଲୋକେ ଭାଲୁ ଛୁଆଗୁଡିକୁ ଦେଖି ପୋଲିସକୁ ଖବର ଦେଇଥିଲେ।

ଗୋଟିଏ ଦିନରେ 7 ଭାଲୁ ଛୁଆ ଉଦ୍ଧାର
ଗୋଟିଏ ଦିନରେ 7 ଭାଲୁ ଛୁଆ ଉଦ୍ଧାର
ଗୋଟିଏ ଦିନରେ 7 ଭାଲୁ ଛୁଆ ଉଦ୍ଧାର

ପୋଲିସ ବନ ବିଭାଗକୁ ଖବର ଦେବା ପରେ ହଳଦିଆ ରେଞ୍ଜର ୪ଜଣିଆ ଟିମ ଯାଇ ଭାଲୁ ଛୁଆ ଗୁଡିକୁ ଉଦ୍ଧାର କରିଛନ୍ତି । ୫ଟି ଯାକ ଭାଲୁ ଛୁଆ ସୁସ୍ଥ ଥିବାବେଳେ ସେମାନଙ୍କୁ ନନ୍ଦନକାନନରେ ଛଡାଯାଇଛି । ଏହା ଭାଲୁ ଚାଲାଣ ରାକେଟ ହୋଇଥିବା ସନ୍ଦେହ କରି ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Apr 22, 2021, 10:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.