ETV Bharat / city

ବିଧାନସଭାରେ ବଜେଟ ଆଗତ - odisha budget 2021

ବିଧାନସଭାରେ ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ଆରମ୍ଭ । 2021-22 ଆର୍ଥିକ ବର୍ଷ ପାଇଁ ଆୟବ୍ୟୟ ଅଟକଳର ଚିଠା ଖୋଲିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

author img

By

Published : Feb 22, 2021, 4:38 PM IST

Updated : Feb 22, 2021, 4:58 PM IST

ଭୁବନେଶ୍ବର: ବିଧାନସଭାରେ ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ଆରମ୍ଭ । 2021-22 ଆର୍ଥିକ ବର୍ଷ ପାଇଁ ଆୟବ୍ୟୟ ଅଟକଳର ଚିଠା ଖୋଲିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କୋଭିଡ ସଙ୍କଟରୁ ମୁକୁଳିବା ପାଇଁ ଏ ବର୍ଷ ସରକାର 1 ଲକ୍ଷ 70 ହଜାର କୋଟିର ବ୍ୟୟ ବରାଦ କରିଛନ୍ତି । ରାଜସ୍ବ ହ୍ରାସ ଓ ଆୟ ଅଭାବ ମଧ୍ୟରେ ବ୍ୟୟ ଅଧିକ ମଧ୍ୟରେ ବି ଏ ବର୍ଷର ଆବଣ୍ଟନ ଗତ ବର୍ଷ ତୁଳନାରେ 13 ପ୍ରତିଶତ ଅଧିକ ରହିଛି ।

Last Updated : Feb 22, 2021, 4:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.