ETV Bharat / city

ଭୁବନେଶ୍ୱରରେ FIFAର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ

author img

By

Published : Mar 23, 2022, 9:58 PM IST

ରାଜଧାନୀରେ ପହଞ୍ଚିଛନ୍ତି FIFAର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ । FIFAର ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ପାଇଁ ଭୁବନେଶ୍ୱର ଆସିଛନ୍ତି ଏହି ପ୍ରତିନିଧି ମଣ୍ଡଳ । ଅଧିକ ପଢ଼ନ୍ତୁ

ଭୁବନେଶ୍ୱରରେ FIFAର ଉଚ୍ଚ ସ୍ତରୀୟ ପ୍ରତିନିଧିମଣ୍ଡଳ

ଭୁବନେଶ୍ବର: ରାଜଧାନୀରେ ପହଞ୍ଚିଛନ୍ତି FIFAର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ । FIFAର ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ପାଇଁ ଭୁବନେଶ୍ୱର ଆସିଛନ୍ତି ଏହି ପ୍ରତିନିଧି ମଣ୍ଡଳ । FIFA ୧୭ ବର୍ଷରୁ କମ ମହିଳା ବିଶ୍ବକପ୍‌ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି FIFAର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ।

କଳିଙ୍ଗ ଷ୍ଟାଡିୟମ ଓ କ୍ୟାପିଟାଲ ହାଇସ୍କୁଲ ପଡିଆରେ ଫିଫା ପ୍ରତିନିଧିମଣ୍ଡଳ ପହଞ୍ଚି ଏହି ସମୀକ୍ଷା କରିଛନ୍ତି । ଆସନ୍ତା ଅକ୍ଟୋବର ମାସରେ FIFA ୧୭ ବର୍ଷରୁ କମ୍‌ ବିଶ୍ବକପ ଆୟୋଜନ କରିବ ଭାରତ । ଏହାର ପ୍ରମୁଖ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମ ହୋଇଛି । କଳିଙ୍ଗ ଷ୍ଟାଡିୟମର ଫୁଟବଲ ଗ୍ରାଉଣ୍ଡରେ ମ୍ୟାଚ ଖେଳାଯିବ ଏବଂ ଅନ୍ୟ ଗ୍ରାଉଣ୍ଡରେ ଅଭ୍ୟାସ ହେବ । ଏହି ଗ୍ରାଉଣ୍ଡର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଭୁବନେଶ୍ବରରେ ପହଞ୍ଚିଥିଲେ FIFAର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ।

ଭୁବନେଶ୍ୱରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.