ETV Bharat / city

ଓଡ଼ିଶାରେ ବିକ୍ରି ହେବ ଫାଭିପିରାଭିର ଓ ରେମଡେସିଭିର ଟାବଲେଟ୍

ଏଣିକି ଓଡ଼ିଶା ବଜାରରେ ବିକ୍ରି ହେବ ଫାଭିପିରାଭିର ଓ ରେମଡେସିଭିର ଟାବଲେଟ୍ । ରାଜ୍ୟ ସରକାର ଏନେଇ ଅନୁମତି ଦେବା ପରେ ମେଡିସିନ ବିକ୍ରି ନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ଅଧିକ ପଢନ୍ତୁ...

author img

By

Published : Sep 12, 2020, 2:14 PM IST

ଓଡ଼ିଶାରେ ବିକ୍ରି ହେବ ଫାଭିପିରାଭିର ଓ ରେମଡେସିଭିର ଟାବଲେଟ୍
ଓଡ଼ିଶାରେ ବିକ୍ରି ହେବ ଫାଭିପିରାଭିର ଓ ରେମଡେସିଭିର ଟାବଲେଟ୍

ଭୁବନେଶ୍ବର:ଏଣିକି ଓଡ଼ିଶା ବଜାରରେ ବିକ୍ରି ହେବ ଫାଭିପିରାଭିର ଓ ରେମଡେସିଭିର ଟାବଲେଟ୍ । ରାଜ୍ୟ ସରକାର ଏନେଇ ଅନୁମତି ଦେଇଛନ୍ତି ।

ସେପଟେ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁଯାୟୀ ଉଭୟ ମେଡିସିନର ବିକ୍ରି ନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁଥିରେ ଉଭୟ ମେଡିସିନ କିପରି ବିକ୍ରି ହେବ, କେଉଁଠି ମିଳିବ ଏବଂ କିଏ ଏହାକୁ ପାଇବେ ସେ ନେଇ ବିଜ୍ଞପ୍ତିରେ ସବିଶେଷ ସୂଚନା ଦିଆଯାଇଛି ।

  • ପ୍ରେସକ୍ରିପ୍ସନ ଦେଖାଇ ଏହି ଔଷଧ କିଣିପାରିବେ ରୋଗୀ । କେବଳ ଲାଇସେନ୍ସ ପ୍ରାପ୍ତ ଔଷଧ ଦୋକାନରେ ଏହା ଉପଲବ୍ଧ ହେବ ।
  • ଔଷଧ ବିକ୍ରି ପର୍ବରୁ ପ୍ରେସକ୍ରିପ୍ସନର ଫଟୋ କପି ରଖିବା ଜରୁରୀ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକ୍ରିପ୍ସନ ଥିଲେ କିଣିପାରିବେ ଔଷଧ ।
  • ସେହିପରି ରୋଗୀ କିମ୍ବା ସମ୍ପର୍କୀୟଙ୍କ ପରିଚୟପତ୍ର ଓ ଗ୍ରାହକଙ୍କ ବାସସ୍ଥାନ ପ୍ରମାଣପତ୍ର ରଖିବା ଜରୁରୀ । କେବଳ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ ବିକ୍ରି ହେବ ରେମଡେସିଭିର ଇଞ୍ଜେକ୍ସନ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.