ETV Bharat / city

ଜାନୁୟାରୀ 15ରେ ନବନିର୍ମାଣ କୃଷକ ସଙ୍ଗଠନର ଚାଷୀ ସମାବେଶ

author img

By

Published : Jan 3, 2021, 10:09 PM IST

ଆସନ୍ତା 15 ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଚାଷୀ ସମାବେଶ । ଯେଉଁଥିରେ ସାରା ରାଜ୍ୟରୁ 5 ହଜାର ଚାଷୀ ଭାଗ ନେବେ ବୋଲି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ଜାନୁୟାରୀ 15ରେ ନବନିର୍ମାଣ କୃଷକ ସଙ୍ଗଠନର ଚାଷୀ ସମାବେଶ
ଜାନୁୟାରୀ 15ରେ ନବନିର୍ମାଣ କୃଷକ ସଙ୍ଗଠନର ଚାଷୀ ସମାବେଶ

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତା 15 ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଚାଷୀ ସମାବେଶ । ଯେଉଁଥିରେ ସାରା ରାଜ୍ୟରୁ 5 ହଜାର ଚାଷୀ ଭାଗ ନେବେ ବୋଲି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ପ୍ରକାଶ କରିଛନ୍ତି ।

ଆଜି(ରବିବାର) ସଂଗଠନ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ପ୍ରତି ଦିଲ୍ଲୀରେ ଚାଷୀମାନେ ଚଳାଇଥିବା ଆନ୍ଦୋଳନ ଉପରେ ଆଲୋଚନା କରିବା ସହ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ଏହା ସହିତ ଓଡିଶାରୁ ସେହି ଆନ୍ଦୋଳନକୁ ସମର୍ଥନ କରି ହଜାରେ କୃଷକ ରାଲି କରି ଦିଲ୍ଲୀ ଯିବେ ବୋଲି ସଙ୍ଗଠନ କହିଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.