ETV Bharat / city

ଫନି ଇଫେକ୍ଟ, ବିସ୍କୁଟ ଖାଇ ବଞ୍ଚିଛନ୍ତି ରାଜଧାନୀର ବସ୍ତି ବାସିନ୍ଦା - fani effect

3 ଦିନ ହେବ ବିସ୍କୁଟ ଖାଇ ବଞ୍ଚିଛନ୍ତି ରାଜଧାନୀ ବାଣୀବିହାର ସ୍ଥିତ ଆଖଣ୍ଡଳମଣୀ ବସ୍ତି ବାସିନ୍ଦା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : May 5, 2019, 9:05 PM IST

ଭୁବନେଶ୍ବର: ସାମୁଦ୍ରିକ ଝଡ ଫନିର ପ୍ରଭାବରେ ଛାରଖାର ହୋଇଯାଇଛି ରାଜଧାନୀ । ଏହି ପ୍ରାକୃତିକ ବିପର୍ଯ୍ୟୟ ରାଜଧାନୀର ସୌନ୍ଦର୍ଯ୍ୟକୁ ଛଡାଇ ନେଇଛି । ସେପଟେ ଏହାର ଅନ୍ୟ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । 3 ଦିନ ହେବ ବିସ୍କୁଟ ଖାଇ ବଞ୍ଚିଛନ୍ତି ରାଜଧାନୀର ବାଣୀବିହାର ସ୍ଥିତ ଆଖଣ୍ଡଳମଣୀ ବସ୍ତି ବାସିନ୍ଦା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏମାନଙ୍କ ଉପରେ ନା ଦଇବ ସାହା ହୋଇଛି ନା ପ୍ରଶାସନ । ବାତ୍ୟା ପୂର୍ବରୁ ତାଙ୍କୁ କୌଣସି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇ ନାହିଁ । ଏପରିକି ରିଲିଫ ଖାଦ୍ୟ ମଧ୍ୟ ଆଜି ଯାଏଁ ପହଞ୍ଚି ନ ଥିବା ସେମାନେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.