ETV Bharat / city

ଫନି ପ୍ରଭାବ: ରାଜଧାନୀରେ କିଭଳି ଅଛନ୍ତି ବସ୍ତିବାସିନ୍ଦା ? - bhubaneswar

ବାତ୍ୟା ପାଇଁ ରାଜଧାନୀର ବସ୍ତିବାସିନ୍ଦାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ବିଶେଷ କରି ସରକାରୀ ସ୍କୁଲ ଗୃହରେ ଆଶ୍ରୟ ନେଇଛନ୍ତି ଲୋକେ । ପ୍ରଶାସନ ପକ୍ଷରୁ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

ଡିଜାଇନ ଫଟୋ
author img

By

Published : May 3, 2019, 2:22 PM IST

ଭୁବନେଶ୍ବର: ଲ୍ୟାଣ୍ଡଫଲ କରିବା ମାତ୍ରେ ତାଣ୍ଡବ ରଚିବାରେ ଲାଗିଛି ସାମୁଦ୍ରିକ ଝଡ‘ଫନି’ । ଫନି ପ୍ରଭାବରେ ଭୁବନେଶ୍ବରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ସ୍ଥାନରେ ବଡ ବଡ ଗଛ ଉପୁଡି ପଡିବା ସହ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବାତ୍ୟା ପାଇଁ ବସ୍ତିବାସିନ୍ଦାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କୁ କିପରି ସୁରକ୍ଷିତ ସ୍ଥାନରେ ରଖାଯିବା ସହ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ତେବେ ବସ୍ତିବାସିନ୍ଦାଙ୍କ ପ୍ରଶାସନ ପକ୍ଷରୁ ସଠିକ୍ ଭାବେ ସମସ୍ତ ବ୍ୟବସ୍ଥା କରାଯାଇଛି କି ନାହିଁ ? କିଭଳି ଅଛନ୍ତି ବସ୍ତି ବାସିନ୍ଦା ?

ଏନେଇ ଭୁବନେଶ୍ବର ସ୍ଥିତ ଭିଏସଏସ ନଗରରେ କିଛି ଲୋକଙ୍କ ସହ ଆଲୋଚନା କରିଥିଲେ ଆମ ଭୁବନେଶ୍ବର ସମ୍ବାଦଦାତା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

ghdfd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.