ETV Bharat / city

Fake Doctor: ରିମାଣ୍ଡରେ ଆସିବ ନକଲି ଡାକ୍ତର, SDJM କୋର୍ଟରେ ପୋଲିସର ଆବେଦନ - ନକଲି ଡାକ୍ତର ରମେଶର ହେବ ପଲିଗ୍ରାଫ ଟେଷ୍ଟ

ନକଲି ଡାକ୍ତର ରମେଶ ବିରୋଧରେ ବଢୁଛି ଅଭିଯୋଗ ସଂଖ୍ୟା । ଏଥିଲାଗି ମହିଳା ଥାନା ପୋଲିସ ପୁଣି ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ କରିଛି ଆବେଦନ । ଅଧିକ ପଢନ୍ତୁ

Fake Doctor: ରିମାଣ୍ଡରେ ଆସିବ ନକଲି ଡାକ୍ତର, SDJM କୋର୍ଟରେ ପୋଲିସର ଆବେଦନ

author img

By

Published : Mar 3, 2022, 6:01 PM IST

ଭୁବନେଶ୍ବର: ତୃତୀୟ ପର୍ଯାୟ ରିମାଣ୍ଡରେ ଆସିବ ନକଲି ଡାକ୍ତର ରମେଶ । ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କଲା ମହିଳା ଥାନା ପୋଲିସ । ରିମାଣ୍ଡରେ ଆସିଲେ ରମେଶର ହେବ ପଲିଗ୍ରାଫ ଟେଷ୍ଟ । ତଥ୍ୟ ଲୁଚାଉଥିବା ନେଇ ପୋଲିସ କୋର୍ଟରେ ଆବେଦନ କରିଥିବା କହିଛି ।

Fake Doctor: ରିମାଣ୍ଡରେ ଆସିବ ନକଲି ଡାକ୍ତର, SDJM କୋର୍ଟରେ ପୋଲିସର ଆବେଦନ

ଏହା ବି ପଢନ୍ତୁ: ଠକ ନକଲି ଡାକ୍ତର ପଛରେ ୧୦ ଅଫିସର, ଅପରାଧୀକୁ ଧରିବାରେ ପୋଲିସ ବିଫଳ

ନକଲି ଡାକ୍ତର ରମେଶ ବିରୋଧରେ ବଢ଼ିଲା ଠକେଇ ଅଭିଯୋଗ ସଂଖ୍ୟା । ପୁଣି ଥରେ ରିମାଣ୍ଡରେ ଆସିବ ଠକ ରମେଶ ସ୍ବାଇଁ । ଗୌହାଟୀ ମହିଳାଙ୍କୁ ଵିଵାହ ନାମରେ ୨୧ ଲକ୍ଷ ଠକେଇ ମାମଲାରେ ପୋଲିସ ରିମାଣ୍ଡରେ ଆଣିବ । ଆଜି(ଗୁରୁବାର) ଭୁବନେଶ୍ବର SDJM କୋର୍ଟରେ ୭ ଦିନ ରିମାଣ୍ଡ ପାଇଁ ଆବେଦନ କରିବ ପୋଲିସ । ପୂର୍ବରୁ ୨ଟି ପର୍ଯ୍ୟାୟରେ ୮ ଦିନିଆ ରିମାଣ୍ଡରେ ଆସିଥିଲା ଏକାଧିକ ବିବାହ କରିଥିବା ରମେଶ ।

ଏହା ବି ପଢନ୍ତୁ: ଖୋଲୁଛି ନକଲି ଡାକ୍ତର କେଳେଙ୍କାରି ପେଡି, ମିଛ ଜାଲରେ ଫସିଥିଲେ ଗୌହାଟୀ ଡାକ୍ତରାଣୀ

ସେପଟେ ପାହାଳରେ ବାଉଣ୍ଡ୍ରି ବୁଲେଇବାକୁ କହି ଠିକାଦାରଙ୍କୁ ୭୦ ହଜାର ଠକିଥିବା ପାହାଳ ଥାନାରେ ଅଭିଯୋଗ କରିଛନ୍ତି ଠିକାଦାର । ରମେଶ ନିଜ ଜମିରେ ୩ ମହଲା କୋଠା କରିବା କଥା ଠିକାଦାରଙ୍କୁ କହିଥିଲା । ଠିକାଦାର ଅଭିଯୋଗ କରିବା ପରେ ସେ ଜାଗାର ମାଲିକାନା ଯାଞ୍ଚ କରିଛି ପୋଲିସ । ଏବେ ସୁଦ୍ଧା ଓଡ଼ିଶାରେ ବିଭିନ୍ନ ଥାନାରେ ରମେଶଙ୍କ ନାଁରେ ୧୫ଟି ମାମଲା ରୁଜୁ ହୋଇଛି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.