ETV Bharat / city

ବରଗଡ ଭଟଲିରୁ ବିପୁଳ ପରିମାଣର ନକଲି ନୋଟ ଜବତ - ବରଗଡ ଭଟଲି

ବଢୁଛି ନକଲି ନୋଟ କାରବାର । ବିପୁଳ ପରିମାଣର ନକଲି ନୋଟ ଜବତ କରିଛି ଏସଟିଏଫ ଟିମ । ଆଗକୁ ପଢନ୍ତୁ...

bargarh-bhatli
bargarh-bhatli
author img

By

Published : Mar 6, 2020, 5:59 PM IST

ଭୁବନେଶ୍ବର: ଭଟଲିରେ ବିପୁଳ ପରିମାଣର ନକଲି ନୋଟ। ଏହି ସବୁ ନକଲି ନୋଟ ଜବତ କରିଛି ଏସଟିଏଫ ଟିମ। ଭଟଲି ଛକରୁ ୧୦୦, ୨୦୦ ଓ ୫୦୦ ଟଙ୍କିଆ ନକଲି ନୋଟ କାରବାର କରୁଥିବା ୩ଜଣଙ୍କୁ ଗିରଫ କରିଛି ଏସଟିଏଫ ଟିମ।

ରାୟଗଡା ସରିଆରର ବରହମପୁରର ମଙ୍ଗଲୁ ମଲଖାର, କଟକ ଲାଲବାଗ ଜଗନାଥ ସାହିର ସୁଦର୍ଶନ ମହାନ୍ତି, ବରଗଡ ବରପାଲି କେୱାଡର ପ୍ରଫୁଲ ମେହେରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ। ସେମାନଙ୍କ ନିକଟରୁ ୨୮୮ ଟି ୫୦୦ ଟଙ୍କିଆ, ୨୩୩ଟି ୨୦୦ ଟଙ୍କିଆ, ୧୦୦ଟି ୧୦୦ଟଙ୍କିଆ ନକଲି ନୋଟ ।

ମୋଟ 2 ଲକ୍ଷ ୬୦୦ ଟଙ୍କାର ନକଲି ନୋଟ ଜବତ କରାଯାଇଛି। ଏନେଇ ବରଗଡ ସଦର ଥାନାରେ କେସ ରୁଜୁ କରାଯିବା ସହ ୪୮୯ ଏ, ୪୮୯ ବି, ୪୮୯ ସି ଓ୧୨୦ ବି ରେ କୋର୍ଟ ଚାଲାଣ କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରଖିଛି ଏସଟିଏଫ ଟିମ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.