ETV Bharat / city

ଗୋରା ରଙ୍ଗ ନୁହେଁ ଚର୍ମ କର୍କଟ ରୋଗ ଦେବ କ୍ରିମ - ଭୁବନେଶ୍ବର କମିଶନରେଟ ପୋଲିସ

ଗୋରା ହେବା ପାଇଁ କ୍ରିମ ବ୍ୟବହାର କରୁଛନ୍ତି କି , ହୋଇ ଯାଆନ୍ତୁ ସାବଧାନ । ଏହା ଆପଣ ଙ୍କ ପାଇଁ ହୋଇ ପାରେ କ୍ଷତିକାରକ । ବଜାରରେ ମିଳୁଥିବା ଏହି କ୍ରିମ ଶରୀର ପାଇଁ ପାଲଟି ପାରେ ବଡ଼ ବିପଦ ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 11, 2019, 11:18 PM IST

ଭୁବନେଶ୍ବର: ଗୋରା ହେବା ପାଇଁ କ୍ରିମ ବ୍ୟବହାର କରୁଛନ୍ତି କି , ହୋଇ ଯାଆନ୍ତୁ ସାବଧାନ । ଏହା ଆପଣ ଙ୍କ ପାଇଁ ହୋଇ ପାରେ କ୍ଷତିକାରକ । ବଜାରରେ ମିଳୁଥିବା ଏହି କ୍ରିମ ଶରୀର ପାଇଁ ପାଲଟି ପାରେ ବଡ଼ ବିପଦ । ଏହିପରି କ୍ରିମ କୁ ଦୀର୍ଘ ଦିନ ବ୍ୟବହାର କଲେ ହୋଇପାରେ ଚର୍ମରୋଗ ଆଉ ଗୋରା ହେବା ଆଳରେ ଚାଲିଯାଇ ପରେ ଭଗବାନ ଆପଙ୍କୁ ଦେଇଥିବା ସୌନ୍ଦର୍ଯ୍ୟ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଏହିଭଳି ନକଲି ବ୍ରାଣ୍ଡର କ୍ରିମ ଯୋଗାଉଥିବା ଠକ କମ୍ପାନୀ କି ଠାବ କରିଛି ଭୁବନେଶ୍ବର କମିଶନରେଟ ପୋଲିସ । ରାଜଧାନୀର ବମିଖାଲ ଅଞ୍ଚଳରେ ଚଢ଼ାଉ କରାଯାଇ ଏକ କମ୍ପାନୀ ବିରୋଧରେ ମାମଲା ରୁଜୁ କରାଯାଇଛି । ଅନ୍ୟ ପଟେ ଏହି ସବୁ କ୍ରିମକୁ ବିନା ଡାକ୍ତରଙ୍କ ପରାମର୍ଶରେ ଲଗାଇବା ଏକ ବଡ଼ ଭୁଲ ଅଟେ ବୋଲି ଭୁବନେଶ୍ବର ଡ୍ରଗ କଣ୍ଟ୍ରୋଲର ମତ ରଖିଛନ୍ତି ।

ଏହି ସବୁ କ୍ରିମରେ ଷ୍ଟେରଏଡ଼ ରହିଛି ଯାହା ଲଗାଇଲେ ଆମ ଚର୍ମ ପାଇଁ କ୍ଷତିକାରକ ବୋଲି ସେ କହିଛନ୍ତି । ବର୍ତ୍ତମାନର ଯୁବପିଢୀ ମାନଙ୍କୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ବିନା ଚର୍ମ ବିଶେଷଜ୍ଞଙ୍କ ପରାମର୍ଶରେ ଏହି ସବୁ ଜିନିଷ ନିଜ ମୁହଁରେ ନ ଲଗାଇବାକୁ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଗୋରା ହେବା ପାଇଁ କ୍ରିମ ବ୍ୟବହାର କରୁଛନ୍ତି କି ,ହୋଇ ଯାଆନ୍ତୁ ସାବଧାନ। ଏହା ଆପଣ ଙ୍କ ପାଇଁ ହୋଇ ପାରେ କ୍ଷତି କାରକ। ବାଜର ର ରେ ମିଳୁଥିବା ଏହି କ୍ରିମ ଶରୀର ପାଇଁ ପାଲଟି ପରେ ବଡ଼ ବିପଦ। ଏହି ପରି କ୍ରିମ କୁ ଦୀର୍ଘ ଦିନ ବ୍ୟବହାର କଲେ ହୋଇ ପାରେ ଚର୍ମରୋଗ ଆଉ ଗୋରା ହେବା ଆଳ ରେ ଚାଲିଯାଇ ପରେ ଭଗବାନ ଆପଙ୍କ ଦେଇ ଥିବା ସୌନ୍ଦର୍ଯ୍ୟ।ଏହିଭଳି କିଛି ଠକ କମ୍ପାନୀ କି ଠାବ କରିଛି ଭୁବନେଶ୍ୱର କମିଶନରେଟ ପୋଲିସ। ଭୁବନେଶ୍ୱର ବମୀଖାଲ ଅଞ୍ଚଳ ରେ ଚଢ଼ାଉ କରାଯାଇ ଏହି କମ୍ପାନୀ ସି ଆଣ୍ଡ ଏଫ ବିରେଧ ମାମଲା ରୁଜୁ କରାଯାଇଛି। ଅନ୍ୟ ପଟେ ଏହି ସବୁ କ୍ରିମ କୁ ବିନା ଡାକ୍ତର ର ପରାମର୍ଶ ରେ ଲାଗଇବା ଏକ ବଡ଼ ଭୁଲ ମଧ୍ୟ ଅଟେ ବୋଲି ଭୁବନେଶ୍ବର ଡ୍ରଗ କଣ୍ଟରେଲ ଆଇ ସି ମତ ରଖିଛନ୍ତି। ଏହି ସବୁ କ୍ରିମ ରେ ଷ୍ଟେରଏଡ଼ ରହିଛି ଯାହା ଲାଗଇଲେ ଆମ ଚର୍ମ ପାଇଁ କ୍ଷତିକାରକ ବୋଲି ସେ କହିଛନ୍ତି। ବର୍ତ୍ତମାନ ର ଯୁବ ପିଢି ମାନଙ୍କୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ବିନା ଚର୍ମ ବିଶେଷଜ୍ଞ ଙ୍କ ପରାମର୍ଶ ରେ ଏହି ସବୁ ଜିନିଷ ନିଜ ମୁହଁ ରେ ଲାଗାଇବା କଥା ନୁହଁ।

ବାଇଟ ଶ୍ରୀମତୀ ମାମିନା ପଟ୍ଟନାୟକ

ଡ୍ରଗ କଣ୍ଟରେଲ ଆଇ ସି

Body:ଗୋରା ହେବା ପାଇଁ କ୍ରିମ ବ୍ୟବହାର କରୁଛନ୍ତି କି ,ହୋଇ ଯାଆନ୍ତୁ ସାବଧାନ। ଏହା ଆପଣ ଙ୍କ ପାଇଁ ହୋଇ ପାରେ କ୍ଷତି କାରକ। ବାଜର ର ରେ ମିଳୁଥିବା ଏହି କ୍ରିମ ଶରୀର ପାଇଁ ପାଲଟି ପରେ ବଡ଼ ବିପଦ। ଏହି ପରି କ୍ରିମ କୁ ଦୀର୍ଘ ଦିନ ବ୍ୟବହାର କଲେ ହୋଇ ପାରେ ଚର୍ମରୋଗ ଆଉ ଗୋରା ହେବା ଆଳ ରେ ଚାଲିଯାଇ ପରେ ଭଗବାନ ଆପଙ୍କ ଦେଇ ଥିବା ସୌନ୍ଦର୍ଯ୍ୟ।ଏହିଭଳି କିଛି ଠକ କମ୍ପାନୀ କି ଠାବ କରିଛି ଭୁବନେଶ୍ୱର କମିଶନରେଟ ପୋଲିସ। ଭୁବନେଶ୍ୱର ବମୀଖାଲ ଅଞ୍ଚଳ ରେ ଚଢ଼ାଉ କରାଯାଇ ଏହି କମ୍ପାନୀ ସି ଆଣ୍ଡ ଏଫ ବିରେଧ ମାମଲା ରୁଜୁ କରାଯାଇଛି। ଅନ୍ୟ ପଟେ ଏହି ସବୁ କ୍ରିମ କୁ ବିନା ଡାକ୍ତର ର ପରାମର୍ଶ ରେ ଲାଗଇବା ଏକ ବଡ଼ ଭୁଲ ମଧ୍ୟ ଅଟେ ବୋଲି ଭୁବନେଶ୍ବର ଡ୍ରଗ କଣ୍ଟରେଲ ଆଇ ସି ମତ ରଖିଛନ୍ତି। ଏହି ସବୁ କ୍ରିମ ରେ ଷ୍ଟେରଏଡ଼ ରହିଛି ଯାହା ଲାଗଇଲେ ଆମ ଚର୍ମ ପାଇଁ କ୍ଷତିକାରକ ବୋଲି ସେ କହିଛନ୍ତି। ବର୍ତ୍ତମାନ ର ଯୁବ ପିଢି ମାନଙ୍କୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ବିନା ଚର୍ମ ବିଶେଷଜ୍ଞ ଙ୍କ ପରାମର୍ଶ ରେ ଏହି ସବୁ ଜିନିଷ ନିଜ ମୁହଁ ରେ ଲାଗାଇବା କଥା ନୁହଁ।

ବାଇଟ ଶ୍ରୀମତୀ ମାମିନା ପଟ୍ଟନାୟକ

ଡ୍ରଗ କଣ୍ଟରେଲ ଆଇ ସି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.