ETV Bharat / city

ରାଜଧାନୀରେ ଚୋରା ମଦବେପାରୀଙ୍କ ଉତ୍ପାତ, ରେଡ୍ ବେଳେ ଅବକାରୀ ଟିମଙ୍କୁ ଆକ୍ରମଣ - ଭୁବନେଶ୍ବର ନ୍ୟୁଜ

ଚୋରା ମଦ ଉପରେ ଚଢାଉ ବେଳେ ଅବକାରୀ ଟିମ ଉପରେ ଆକ୍ରମଣ । ତେବେ କାହା ଇସାରାରେ ସରକାରୀ କର୍ମଚାରିଙ୍କୁ କରାଯାଇଥିଲା ଟାର୍ଗେଟ ? ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ରାଜଧାନୀରେ ଚୋରା ମଦବେପାରୀଙ୍କ ଉତ୍ପାତ, ଚଢାଉବେଳେ ଅବକାରୀ ଟିମଙ୍କୁ ସଙ୍ଘବଦ୍ଧ ଆକ୍ରମଣ

author img

By

Published : Jun 3, 2021, 7:07 PM IST

ଭୁବନେଶ୍ବର: ଚୋରା ମଦ ଉପରେ ଚଢ଼ାଉ ବେଳେ ଅବକାରୀ ଟିମ ଉପରେ ଆକ୍ରମଣ । ମହିଳା କର୍ମଚାରୀଙ୍କ ସମେତ ୫ ଆହତ । ସଙ୍ଘବଦ୍ଧ ଭାବେ ଆକ୍ରମଣ କରିବା ସହ ଗାଡି ଭଙ୍ଗା ରୁଜା କରିଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଁଞ୍ଚି ଉଦ୍ଧାର କରିଛି । ପୋଲିସ ଘଟଣା ସ୍ଥଳରୁ ୨ ଜଣ ଦୁର୍ବୃତ୍ତଙ୍କୁ ଧରି ଅଟକ ରଖିଛି ।

ରାଜଧାନୀରେ ଚୋରା ମଦବେପାରୀଙ୍କ ଉତ୍ପାତ, ଚଢାଉବେଳେ ଅବକାରୀ ଟିମଙ୍କୁ ସଙ୍ଘବଦ୍ଧ ଆକ୍ରମଣ

ସୂଚନାମୁତାବକ, ଭରତପୁର ଥାନା ପଛପଟେ ଚାଲିଥିଲା ଦେଶୀ ମଦ କାରବାର । ଅବକାରୀ ବିଭାଗ ଗାଡି ଭାଙ୍ଗିବା ସହ ଅଧିକାରୀଙ୍କୁ କରିଛନ୍ତି ଆକ୍ରମଣ ।

ଆକ୍ରମଣ ପରେ 2 ଜଣକୁ ଅଟକ ରହିଛନ୍ତି । ତେବେ ଏଭଳି ଆକ୍ରମଣ ପାଇଁ କିଏ କରିଥିଲା ସାହାସ ? କାହାର ଇସାରାରେ ସରକାରୀ କର୍ମଚାରୀଙ୍କୁ କରାଯାଇଥିଲା ଟାର୍ଗେଟ ? ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା ଓ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.