ETV Bharat / city

ଗୀତ ମାଧ୍ୟମରେ ‘ଇଟିଭି ଭାରତ’ର କୋରୋନା ସଚେତନତା, ଦେଖନ୍ତୁ ଭିଡିଓ... - CORONA AWARENESS SONG

‘ଇଟିଭି ଭାରତ’ ସହଯୋଗିତାରେ ଇଟିଭି ନେଟୱାର୍କ ପକ୍ଷରୁ ପ୍ରସ୍ତୁତ କରାଯାଇଛି କୋରୋନା ସଚେତନତା ଗୀତ ‘କୋରୋନାକୁ କେହି ଡରନା’ । ଅଧିକ ପଢନ୍ତୁ...

ETV BHARAT RELEASED CORONA AWARENESS SONG IN ODIA
କୋରୋନା ସଚେତନତା ପାଇଁ ଇଟିଭି ଭାରତର ପ୍ରୟାସ, ରିଲିଜ ହେଲା ‘କୋରୋନାକୁ କେହି ଡରନା’
author img

By

Published : Apr 1, 2020, 2:30 PM IST

Updated : Apr 1, 2020, 7:47 PM IST

ଭୁବନେଶ୍ବର: ‘ଇଟିଭି ଭାରତ’ସହଯୋଗିତାରେ ଇଟିଭି ନେଟୱାର୍କ ପକ୍ଷରୁ ପ୍ରସ୍ତୁତ କରାଯାଇଛି କୋରୋନା ସଚେତନତା ଗୀତ ‘କୋରୋନାକୁ କେହି ଡରନା’ । ଏହି ଗୀତଟିକୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ସୁବାଷ ଦାସ ଲେଖିବା ସହ ନିଜେ କଣ୍ଠଦାନ କରିଛନ୍ତି ।

କୋରୋନା ସଚେତନତା ପାଇଁ ଇଟିଭି ଭାରତର ପ୍ରୟାସ

ଓଡିଆ ଭାଷାରେ ରିଲିଜ ହୋଇଥିବା ଗୀତଟିରେ କୋରୋନାକୁ ନେଇ ଲୋକମାନେ ସଚେତନ ହେବାକୁ ବାର୍ତ୍ତା ଦିଆଯାଇଛି । କେବଳ ସଚେତନତା ମାଧ୍ୟମରେ ହିଁ କୋରୋନା ରୂପୀ ମହାମାରୀକୁ ସହଜରେ ଦୂରେଇ ହେବ ବୋଲି ପ୍ରକାଶ କରାଯାଇଛି । ବାରମ୍ବାର ହାତ ଧୋଇବା, ପରିଷ୍କାର ରହିବା ଓ ପାଟି, ନାକ ମୁହଁ ଆଦିକୁ ନ ଛୁଇଁବା ପାଇଁ ଉଲ୍ଲେଖ କରାଯାଇଛି । ସଙ୍ଗୀତଟି ବେଶ ମନଛୁଆଁ ହୋଇଥିବା ବେଳେ ସୁବାଷ ଦାସଙ୍କ କଣ୍ଠସ୍ବର ଏହାକୁ ଅଧିକ ସୁମଧୁର କରିପାରିଛି ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 1, 2020, 7:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.