ETV Bharat / city

13ରୁ ଆରମ୍ଭ ଏଣ୍ଟପ୍ରାଇଜ ଓଡିଶା-2019 କାର୍ଯ୍ୟକ୍ରମ - bhubaneswar news

ସିଆଇଆଇ ପକ୍ଷରୁ 22ତମ ଏଣ୍ଟପ୍ରାଇଜ ଓଡିଶା-2019 କାର୍ଯ୍ୟକ୍ରମ ଆୟୋଜିତ ହେବ। ଭୁବନେଶ୍ବର ସ୍ଥିତ ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ 200ରୁ ଅଧିକ କମ୍ପାନୀ ଭାଗ ନେବେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Nov 10, 2019, 1:11 AM IST

ଭୁବନେଶ୍ବର: ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ପକ୍ଷରୁ 22ତମ ଏଣ୍ଟପ୍ରାଇଜ ଓଡିଶା-2019 କାର୍ଯ୍ୟକ୍ରମ ଆୟୋଜିତ ହେବ। ନଭେମ୍ବର 13ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଇଡକୋ ପ୍ରଦର୍ଶନୀ ପଡିଆରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ଉପାଧ୍ୟକ୍ଷ ଡ. ପ୍ରଦୀପ ମହାନ୍ତି ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ପାଖାପାଖି 20ହଜାର ବର୍ଗଫୁଟ ଜାଗାରେ ଏଣ୍ଟରପ୍ରାଇଜ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଦେଶର 200ରୁ ଅଧିକ କମ୍ପାନୀ ଭାଗ ନେବେ । କାର୍ଯ୍ୟକ୍ରମରେ ପ୍ରଡକ୍ସନ ଏବଂ ସେବା ସମ୍ବନ୍ଧୀୟ ପ୍ରଦର୍ଶନ କରାଯିବ । ଚଳିତ ବର୍ଷ ଓଡିଶା ମାଇନିଂ ଶୋ’ ଏବଂ ଇନୋଭେକ୍ସ ଓଡିଶା ନାମକ 2ଟି ଭିନ୍ନ ପ୍ରଦର୍ଶନୀର ଆୟୋଜନ କରାଯିବ । ତେବେ ଷ୍ଟାଟ୍ ଅଫ୍ କ୍ଷେତ୍ର ପାଇଁ ପ୍ରଦର୍ଶନୀରେ 20ରୁ ଅଧିକ ନିବେଶକ ଭାଗ ନେବେ ବୋଲି ଜଣାପଡ଼ିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:20 ହଜାର ବର୍ଗଫୁଟ ଜାଗା ରେ ହେବ 200 ରୁ ଅଧିକ କମ୍ପାନୀ ଭାଗ ନେଇ ନିଜର ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶତ କରିବେ : ସିଆଇଆଇ ଏଣ୍ଟରପ୍ରାଇଜ।

ଭାରତୀୟ ଶିଳ୍ପମାହାସଙ୍ଘ (ସିଆଇଆଇ) ପକ୍ଷରୁ ଚଳିତ ମାସ 13 ରୁ 16 ପର୍ଯ୍ୟନ୍ତ ଇଡ଼କେ। ପ୍ରଦର୍ଶନୀ ପଡିଆ ରେ ସିଆଇଆଇ ଏଣ୍ଟରପ୍ରାଇଜ ପକ୍ଷରୁ ଓଡ଼ିଶାରେ 22 ତମ ସଂସ୍କାରଣ ଆରମ୍ଭ ହେବ। ଚଳିତ ବର୍ଷ ଏହା ସହିତ ଓଡ଼ିଶା ମାଇନିଂ ସୋ ଓ ଇନେ।ଭେକ୍ସ ଓଡ଼ିଶା ନାମକ ଦୁଇଟି ଭିନ୍ନ ପ୍ରଦର୍ଶନୀ ମଧ୍ୟ ଆଯୋଜନ କରାଯିବ। ଆଜି ଏହି ବିଷୟ ରେ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ଉପାଧକ୍ଷ ଡ ପ୍ରଦୀପ ମହାନ୍ତି ସୂଚନା ଦେଇଛନ୍ତି। କେଡ଼ିଏ ହଜାର ବର୍ଗଫୁଟ 20 ହଜାର ବର୍ଗଫୁଟ ଜାଗା ରେ ହେବ 200 ରୁ ଅଧିକ କମ୍ପାନୀ ଭାଗ ନେଇ ନିଜର ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶତ କରିବେ । ଷ୍ଟାଟ ଅପ କ୍ଷେତ୍ର ପାଇଁ ଚଳିତ ବର୍ଷ ର ପ୍ରଦର୍ଶନି ରେ 20 ରୁ ଅଧିକ ନିବେଶକ ଭାଗ ନେବେ ବୋଲି ଜଣା ପଡ଼ିଛି।

Body:20 ହଜାର ବର୍ଗଫୁଟ ଜାଗା ରେ ହେବ 200 ରୁ ଅଧିକ କମ୍ପାନୀ ଭାଗ ନେଇ ନିଜର ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶତ କରିବେ : ସିଆଇଆଇ ଏଣ୍ଟରପ୍ରାଇଜ।

ଭାରତୀୟ ଶିଳ୍ପମାହାସଙ୍ଘ (ସିଆଇଆଇ) ପକ୍ଷରୁ ଚଳିତ ମାସ 13 ରୁ 16 ପର୍ଯ୍ୟନ୍ତ ଇଡ଼କେ। ପ୍ରଦର୍ଶନୀ ପଡିଆ ରେ ସିଆଇଆଇ ଏଣ୍ଟରପ୍ରାଇଜ ପକ୍ଷରୁ ଓଡ଼ିଶାରେ 22 ତମ ସଂସ୍କାରଣ ଆରମ୍ଭ ହେବ। ଚଳିତ ବର୍ଷ ଏହା ସହିତ ଓଡ଼ିଶା ମାଇନିଂ ସୋ ଓ ଇନେ।ଭେକ୍ସ ଓଡ଼ିଶା ନାମକ ଦୁଇଟି ଭିନ୍ନ ପ୍ରଦର୍ଶନୀ ମଧ୍ୟ ଆଯୋଜନ କରାଯିବ। ଆଜି ଏହି ବିଷୟ ରେ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ଉପାଧକ୍ଷ ଡ ପ୍ରଦୀପ ମହାନ୍ତି ସୂଚନା ଦେଇଛନ୍ତି। କେଡ଼ିଏ ହଜାର ବର୍ଗଫୁଟ 20 ହଜାର ବର୍ଗଫୁଟ ଜାଗା ରେ ହେବ 200 ରୁ ଅଧିକ କମ୍ପାନୀ ଭାଗ ନେଇ ନିଜର ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶତ କରିବେ । ଷ୍ଟାଟ ଅପ କ୍ଷେତ୍ର ପାଇଁ ଚଳିତ ବର୍ଷ ର ପ୍ରଦର୍ଶନି ରେ 20 ରୁ ଅଧିକ ନିବେଶକ ଭାଗ ନେବେ ବୋଲି ଜଣା ପଡ଼ିଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.