ETV Bharat / city

‘ଶକ୍ତି ହେଉଛି ସଭ୍ୟତାର ପରିଚୟ’ - ଶକ୍ତି ହେଉଛି ସଭ୍ୟତାର ପରିଚୟ

ଶକ୍ତି ହେଉଛି ସଭ୍ୟତାର ପରିଚୟ । ପାଠ୍ୟ ପୁସ୍ତକରେ ଏବେ ଶକ୍ତି ବ୍ୟବହାରକୁ ନେଇ ରହିବ ସ୍ବତନ୍ତ୍ର ପାଠ୍ୟକ୍ରମ। ଆଗକୁ ପଢନ୍ତୁ...

energy conservation day meeting
‘ଶକ୍ତି ହେଉଛି ସଭ୍ୟତାର ପରିଚୟ’
author img

By

Published : Dec 15, 2019, 8:17 AM IST

ଭୁବନେଶ୍ବର: ଶକ୍ତି ସରଂକ୍ଷଣକୁ ନେଇ ପାଠ ପଢିବେ ସ୍କୁଲ ପିଲା। ପାଠ୍ୟ ପୁସ୍ତକରେ ଏବେ ଶକ୍ତି ବ୍ୟବହାରକୁ ନେଇ ରହିବ ସ୍ବତନ୍ତ୍ର ପାଠ୍ୟକ୍ରମ। ସ୍କୁଲ ପାଠ୍ୟକ୍ରମରେ ରହିବ ଶକ୍ତି ସରଂକ୍ଷଣ ନେଇ ସ୍ବତନ୍ତ୍ର ବିଷୟ। ଛାତ୍ରଛାତ୍ରୀ ପିଲାବେଳୁ ଶକ୍ତିର ବ୍ୟବହାରିକ ଦିଗ ଉପରେ ଜାଣିବେ ଏବଂ ସଚେତନ ହେବେ। ଆଗକୁ ଯେପରି ଶକ୍ତିର ଅପବ୍ୟୟ ନହୁଏ ସେନେଇ ଯଥେଷ୍ଟ ଜ୍ଞାନର ଆବଶ୍ୟକତା ରହିଛି। ବିକଳ୍ପ ଶକ୍ତିର ଅନ୍ବେଷଣ ମଧ୍ୟ ଜରୁରୀ ।

‘ଶକ୍ତି ହେଉଛି ସଭ୍ୟତାର ପରିଚୟ’

ଶକ୍ତି ହେଉଛି ସଭ୍ୟତାର ପରିଚୟ। ଖାଲି ଯିବାଷ୍ମ ଇନ୍ଧନରୁ ଯେଉଁ ଶକ୍ତି ତିଆରି ହେଉଛି ସେତିକି ନୁହେଁ, ବିକଳ୍ପ ଶକ୍ତି ବିଷୟରେ ମଧ୍ୟ ଜାଣିବାକୁ ହେବ।ଭୁବନେଶ୍ବରରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଉପଲକ୍ଷେ ଏହା କହିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର। ସମଗ୍ର ଦୁନିଆ ପାଇଁ ଶକ୍ତି ଏବେ ଚିନ୍ତାର କାରଣ ପାଲଟିଛି। ଏହି ଅବସରରେ ଶକ୍ତି ସଂରକ୍ଷଣ ଓ ବିକଳ୍ପ ଶକ୍ତି ଉତ୍ସ ବ୍ୟବହାରକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

ଶକ୍ତି ସଂରକ୍ଷଙ୍କୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏନେଇ ଜନସଚେତନତା ଉପରେ ଗୁରୁତ୍ବ ଦେବା ସହ ସ୍କୁଲରୁ ଛୋଟ ଛୋଟ ପିଲାମାନଙ୍କୁ ଉର୍ଜା ଶକ୍ତିର ବ୍ୟବହାରିକ ଦିଗ ଉପରେ ଗୁରୁତ୍ବ ଦେବାକୁ ଯାଇ ସ୍କୁଲ ପାଠ୍ୟକ୍ରମରେ ରହିବ ସ୍ବତନ୍ତ୍ର ବିଷୟ। ସମାଜର ସବୁ ବର୍ଗଙ୍କୁ ନେଇ ଶକ୍ତି ସଂରକ୍ଷଣର ଦୃଢ଼ ମନୋବଳ ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଓଡିଶା ରାଜ୍ୟରେ ବାର୍ଷିକ ପ୍ରାୟ ୨୭ ହଜାର ମିଲିୟନ ୟୁନିଟ ଆବଶ୍ୟକ। ରାଜ୍ୟ ସରକାର ଶକ୍ତି କ୍ଷେତ୍ରରେ ଯଥେଷ୍ଟ ସଚେତନ ଅଛନ୍ତି ଏବଂ ନିଅଣ୍ଟିଆ ବିଦ୍ୟୁତ ଉତ୍ପାଦନର ସ୍ଥିତି ନାହିଁ ବରଂ ସର୍ବଭାରତୀୟ ସ୍ତରରେ ଓଡ଼ିଶା ବଳକା ବିଦ୍ୟୁତ ରାଜ୍ୟ ଭାବେ ପରିଚିତ।ତେବେ ପ୍ରଥମକରି ରାଜ୍ୟରେ ସଚେତନତା ଆଧାରରେ ଶକ୍ତି ସଂରକ୍ଷଣ ଉପରେ ଗୁରୁତ୍ବ ଦେବା ସହ ଆଗକୁ ନୂଆ ବିଲ୍ଡିଂ ନିର୍ମାଣ ସମୟରେ ନୂଆ କୋର୍ଡ ବ୍ୟବସ୍ଥା କରାଯିବ। ଏନର୍ଜି ସେଭିଂ ବିଲ୍ଡିଂ ପ୍ଲାନ କାର୍ଯ୍ୟକାରୀ କରାଯିବ ବୋଲି ଶକ୍ତି ସଚିବ ତଥା କମିଶନର ବିଷ୍ଣୁପଦ ସେଠି କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

Intro: ଶକ୍ତି ସରଂକ୍ଷଣକୁ ନେଇ ପାଠ ପଢିବେ ସ୍କୁଲ ପିଲା।ପାଠ୍ୟ ପୁସ୍ତକରେ ଏବେ ଶକ୍ତି ବ୍ୟବହାରକୁ ନେଇ ରହିବ ସ୍ୱତନ୍ତ୍ର ପାଠ୍ୟକ୍ରମ।

Body:ସ୍କୁଲ ପାଠ୍ୟକ୍ରମ ରେ ରହିବ ଶକ୍ତି ସରଂକ୍ଷଣ ନେଇ ସ୍ୱତନ୍ତ୍ର ବିଷୟ।ଛାତ୍ର ଛାତ୍ରୀ ପିଲାବେଳୁ ଶକ୍ତିର ବ୍ୟବହାରିକ ଦିଗ ଉପରେ ଜାଣିବେ ଏବଂ ସଚେତନ ହେବେ।ଆଗକୁ ଯେପରି ଶକ୍ତିର ଅପବ୍ୟୟ ନହୁଏ ସେ ନେଇ ଯଥେଷ୍ଟ ଜ୍ଞାନ ର ଆବଶ୍ୟକତା ରହିଛି।ବିକଳ୍ପ ଶକ୍ତିର ଅନ୍ୱେଷଣ ମଧ୍ୟ ଜରୁରୀ।ଶକ୍ତି ହେଉଛି ସଭ୍ୟତାର ପରିଚୟ।ଖାଲି ଯିବାସ୍ମ ଇନ୍ଧନରୁ ଯେଉଁ ଶକ୍ତି ତିଆରି ହେଉଛି ସେତିକି ନୁହେଁ ବିକଲ୍ପ ଶକ୍ତି ବିଷୟରେ ଜାଣିବାକୁ ହେବ।ଭୁବନେଶ୍ୱର ରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଉପଲକ୍ଷେ ଏହା କହିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର।ସମଗ୍ର ଦୁନିଆ ପାଇଁ ଶକ୍ତି ଏବେ ଚିନ୍ତାର କାରଣ ପାଲଟିଛି।ଏହି ଅବସରରେ ଶକ୍ତି ସଂରକ୍ଷଣ ଓ ବିକଲ୍ପ ଶକ୍ତି ଉତ୍ସ ବ୍ୟବହାରକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

ଶକ୍ତି ସଂରକ୍ଷଙ୍କୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି।ଏ ନେଇ ଜନସଚେତନତା ଉପରେ ଗୁରୁତ୍ୱ ଦେବା ସହ ସ୍କୁଲରୁ ଛୋଟ ଛୋଟ ପିଲାମାନଙ୍କୁ ଉର୍ଜା ଶକ୍ତିର ବ୍ୟବହାରିକ ଦିଗ ଉପରେ ଗୁରୁତ୍ୱ ଦେବାକୁ ଯାଇ ସ୍କୁଲ ପାଠ୍ୟକ୍ରମ ରେ ରହିବ ସ୍ୱତନ୍ତ୍ର ବିଷୟ।ସମାଜର ସବୁ ବର୍ଗଙ୍କୁ ନେଇ ଶକ୍ତି ସଂରକ୍ଷଣର ଦୃଢ଼ ମନୋବଳ ଏବଂ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀଙ୍କ ଗୁରୁତ୍ୱାରୋପ।

ଓଡିଶା ରାଜ୍ୟରେ ବାର୍ଷିକ ପ୍ରାୟ ୨୭ ହଜାର ମିଲିୟନ ୟୁନିଟ ଆବଶ୍ୟକ।ରାଜ୍ୟ ସରକାର ଶକ୍ତି କ୍ଷେତ୍ରରେ ଯଥେଷ୍ଟ ସଚେତନ ଅଛନ୍ତି ଏବଂ ନିଆଣ୍ଟିଆ ବିଦ୍ୟୁତ ଉତ୍ପାଦନର ସ୍ଥିତି ନାହିଁ ବରଂ ସର୍ବଭାରତୀୟ ସ୍ତରରେ ଓଡ଼ିଶା ବଳକା ବିଦ୍ୟୁତ ରାଜ୍ୟ ଭାବେ ପରିଚିତ।ତେବେ ପ୍ରଥମକରି ରାଜ୍ୟରେ ସଚେତନତା ଆଧାରରେ ଶକ୍ତି ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା ସହ ଆଗକୁ ନୂଆ ବିଲ୍ଡିଂଗ ନିର୍ମାଣ ସମୟରେ ନୂଆ କୋଡ଼ ର ବ୍ୟବସ୍ଥା କରାଯିବ।ଏନେର୍ଜି ଶେଭିଂଗ ବିଲ୍ଡିଂଗ ପ୍ଲାନ କାର୍ଯ୍ୟକାରୀ କରାଯିବ ବୋଲି ଶକ୍ତି ସଚିବ ତଥା କମିଶନର ବିଷ୍ଣୁପଦ ସେଠି କହିଛନ୍ତି।

ଘରୋଇ ଭାବେ ଗୃହିଣୀ ମାନେ ଶୌର୍ଯ୍ୟ ଶକ୍ତି ବ୍ୟବହାର କରି ନିଜର ରୋଷେଇ କରିପାରିବେ।ବିଦ୍ୟୁତ ଶକ୍ତିର ସଂରକ୍ଷଣ କରି ଶୌର୍ଯ୍ୟ ଶକ୍ତି ବ୍ୟବହାର ଉପରେ ସମସ୍ତେ ଗୁରୁତ୍ୱ ଦେବା ଦରକାର ବୋଲି ପୁରୀର ଗୃହିଣୀ ସୌମ୍ୟା ପାଣି କହିଛନ୍ତି।

ଶକ୍ତିର ବିକଳ୍ପ ପନ୍ଥା ଆମେ କରିପାରିବା।ବିଭିନ୍ନ ପନ୍ଥା ମାଧ୍ୟମରେ ଶକ୍ତି ଉତ୍ପାଦନ ହୋଇପାରିବ।ଶକ୍ତି ସଂରକ୍ଷଣ ନେଇ ରାଜ୍ୟରେ ସଚେତନତା ଆବଶ୍ୟକ ।ଏହି ପଦର୍ଶନୀରେ ଗୋଟେ ଗାଁ ପ୍ରସ୍ତୁତ କରିଛୁ ଯେଉଁଠି ସମସ୍ତେ ଶୌର୍ଯ୍ୟ ଶକ୍ତି ରେ ସମସ୍ତ କାର୍ଯ୍ୟ କରିପାରନ୍ତି।ତେଣୁ ଶୌର୍ଯ୍ୟ ଶକ୍ତିକୁ ଉତ୍ପାଦନ କରିବା ଏବଂ ଶକ୍ତିର ସଂରକ୍ଷଣ କରିବା ନେଇ ଝାରସୁଗୁଡା ଡିଏଭି ସ୍କୁଲର ଛାତ୍ରୀ ଅଙ୍କିତା ଦାସ କହିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.