ETV Bharat / city

ରାତି ପାହିଲେ ଆରମ୍ଭ ହେବ ନବମ କ୍ଲାସ, ସ୍କୁଲ ପରିଦର୍ଶନ କଲେ ଗଣ ଶିକ୍ଷାମନ୍ତ୍ରୀ

ସୋମବାର ଠାରୁ ନବମ ଶ୍ରେଣୀ କ୍ଲାସ ଆରମ୍ଭ ହେବାକୁ ଯାଉଛି । ଏନେଇ ରବିବାର ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍କୁଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 7, 2021, 5:46 PM IST

ସ୍କୁଲ ପରିଦର୍ଶନ କଲେ ଗଣ ଶିକ୍ଷାମନ୍ତ୍ରୀ
ସ୍କୁଲ ପରିଦର୍ଶନ କଲେ ଗଣ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର: ସୋମବାର ଠାରୁ ନବମ ଶ୍ରେଣୀ କ୍ଲାସ ଆରମ୍ଭ ହେବାକୁ ଯାଉଛି । ଏନେଇ ରବିବାର ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍କୁଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ।

ସ୍କୁଲ ପରିଦର୍ଶନ କରି ସେ କହିଛନ୍ତି ଯେ, ସ୍କୁଲରେ ପିଲାଙ୍କ ରବିବାରରେ ଅଳ୍ପ ଉପସ୍ଥାପନ ରହୁଥିବା ସହ ପାଠ ପଢା ଚାଲିଛି। ହେଲେ ପିଲାଙ୍କ ଅଳ୍ପ ଉପସ୍ଥାପନ ପାଇଁ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅସୁବିଧା ହେଉଛି । କିନ୍ତୁ ମୁଁ ସେମାନଙ୍କ ସହ ଆଲୋଚନା କରିଛି । ସେମାନେ ମାନସିକ ସ୍ତରରେ ପ୍ରସ୍ତୁତ ରହି ପିଲାଙ୍କୁ ପାଠ ପଢାଇବେ ବୋଲି ମୋର ବିଶ୍ବାସ ରହିଛି ।

ସ୍କୁଲ ପରିଦର୍ଶନ କଲେ ଗଣ ଶିକ୍ଷାମନ୍ତ୍ରୀ

ସେହିପରି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି ଯେ, ଶିକ୍ଷୟତ୍ରୀଙ୍କ ପାଇଁ ଅନେକ ସମସ୍ୟା ହେଉଛି। ସକାଳ ସମୟରୁ ସନ୍ଧ୍ୟା ପର୍ଯ୍ୟନ୍ତ କ୍ଲାସ କରାଯାଉଛି। ଯେହେତୁ ଦଶମ ଶ୍ରେଣୀ ପାଠପଢ଼ା ଅଧିକ ଭାବରେ ଗୁରୁତ୍ବପୂର୍ଣ୍ଣ ରହୁଛି । ତେବେ ସେହି କ୍ଳାସ ପାଇଁ ଅଧିକ ଭାବରେ ପ୍ରାଧାନ୍ୟ ଦିଆଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.