ETV Bharat / city

ପିଲାଙ୍କ ସହ ଶିଶୁ ଦିବସ ପାଳିଲେ ଗଣଶିକ୍ଷା ମନ୍ତ୍ରୀ - CHILDRENS DAY

ଶିଶୁ ଦିବସ ଅବସରରେ ଭୁବନେଶ୍ବରରେ ଏକ ସାଇକେଲ ରାଲିର ଆୟୋଜନ କରାଯାଇଥିଲା । ଏଥିରେ ଶହ ଶହ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।

ପିଲାଙ୍କ ସହ ଶିଶୁ ଦିବସ ପାଳିଲେ ଗଣଶିକ୍ଷା ମନ୍ତ୍ରୀ
author img

By

Published : Nov 14, 2019, 1:27 PM IST

ଭୁବନେଶ୍ବର: ଆଜି ହେଉଛି ଶିଶୁ ଦିବସ । ପିଲାମାନଙ୍କ ପାଇଁ ଦିନ ଟିଏ । ସାରା ଭାରତ ବର୍ଷରେ ଶିଶୁ ଦିବସ ପାଳନ କରାଯାଇଥିବା ବେଳେ ରାଜଧାନୀରେ ପିଲାଙ୍କ ସହ ମିଶି ଶିଶୁ ଦିବସ ପାଳିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ପିଲାଙ୍କ ସହ ଶିଶୁ ଦିବସ ପାଳିଲେ ଗଣଶିକ୍ଷା ମନ୍ତ୍ରୀ

ଶିଶୁ ଦିବସ ଅବସରରେ ସକାଳୁ ସକାଳୁ ଏକ ସାଇକେଲ ରାଲିର ଆୟୋଜନ କରାଯାଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁଙ୍କୁ ସଚେତନ କରିବା । ତେବେ ଏହି ରାଲିରେ ପାଖାପାଖି 5ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଶିଶୁ ଦିବିସ ରେ ଛାତ୍ରଛାତ୍ରୀ ଙ୍କ ଯୋଡି ହେଲେ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ।
ଆଜି ହେଉଛି ଶିଶୁ ଦିବସ, ପିଲା ମାନଙ୍କ ପାଇଁ ଦିନ ଟିଏ, ସାରା ଭାରତ ବର୍ଷ ରେ ଆଜିର ଦିନ କୁ ଶିଶୁ ଦିବସ ଭାବରେ ପାଳନ କରୁଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ବର ରେ ମଧ୍ୟ ପିଲାଙ୍କ ସହ ମିଶି ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ସକାଳୁ ସକାଳୁ ସାଇକେଲ ରାଲି ରେ ଯୋଗ ଦେଇ ଥିଲେ। ଏହି ସାଇକେଲ ରାଲି ର ମୁଖ୍ୟ ଉଦ୍ଦେଶ୍ୟ ଏହା ଥିଲା ଯେ ଶିକ୍ଷା ପାଇଁ ସଚେତନତା। ଆଜି ହୋଇ ଥିବା ଏହି କାର୍ଯ୍ୟକ୍ରମ ରେ ହାରାହାରି 600 ପିଲା ଙ୍କ ସହ ଯୋଡି ହୋଇ ଥିଲେ ଶିକ୍ଷା ମନ୍ତ୍ରୀ।Body:ଶିଶୁ ଦିବିସ ରେ ଛାତ୍ରଛାତ୍ରୀ ଙ୍କ ଯୋଡି ହେଲେ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ।
ଆଜି ହେଉଛି ଶିଶୁ ଦିବସ, ପିଲା ମାନଙ୍କ ପାଇଁ ଦିନ ଟିଏ, ସାରା ଭାରତ ବର୍ଷ ରେ ଆଜିର ଦିନ କୁ ଶିଶୁ ଦିବସ ଭାବରେ ପାଳନ କରୁଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ବର ରେ ମଧ୍ୟ ପିଲାଙ୍କ ସହ ମିଶି ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ସକାଳୁ ସକାଳୁ ସାଇକେଲ ରାଲି ରେ ଯୋଗ ଦେଇ ଥିଲେ। ଏହି ସାଇକେଲ ରାଲି ର ମୁଖ୍ୟ ଉଦ୍ଦେଶ୍ୟ ଏହା ଥିଲା ଯେ ଶିକ୍ଷା ପାଇଁ ସଚେତନତା। ଆଜି ହୋଇ ଥିବା ଏହି କାର୍ଯ୍ୟକ୍ରମ ରେ ହାରାହାରି 600 ପିଲା ଙ୍କ ସହ ଯୋଡି ହୋଇ ଥିଲେ ଶିକ୍ଷା ମନ୍ତ୍ରୀ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.