ETV Bharat / city

ଦୀପାବଳି ପୂର୍ବରୁ ରେଳବାଇର ଚେତାବନୀ, ଟ୍ରେନରେ ବାଣ ନେଲେ ଜେଲଦଣ୍ଡ - ରେଳବାଇର ଚେତାବନୀ

ଦୀପାବଳି ପୂର୍ବରୁ ବାଣ ବା ବିସ୍ପୋରକ ପଦାର୍ଥ ପରିବହନକୁ କଡାକଡି କଲା ପୂର୍ବତଟ ରେଳପଥ । ଟ୍ରେନରେ ଏପରି ପଦାର୍ଥକୁ ପରିବହନ ନକରିବାକୁ ପୂର୍ବତଟ ରେଳବାଇର ନିର୍ଦ୍ଦେଶ। ଅଧିକ ପଢନ୍ତୁ...

ଦୀପାବଳି ପୂର୍ବରୁ ରେଳବାଇର ଚେତାବନୀ, ଟ୍ରେନରେ ବାଣ ନେଲେ ଜେଲଦଣ୍ଡ
author img

By

Published : Oct 24, 2019, 5:17 PM IST

ଭୁବନେଶ୍ବର: ଦୀପାବଳି ପୂର୍ବରୁ ପୂର୍ବତଟ ରେଳବାଇର ଚେତାବନୀ । ଟ୍ରେନରେ ବିସ୍ଫୋରକ ପଦାର୍ଥ ବା ବାଣ ପରିବହନକୁ ନେଇ କଡାକଡି ନିୟମ । ଧରାପଡିଲେ 3 ବର୍ଷ ଜେଲଦଣ୍ଡ ।

east cost railway issue guidelines for carrying explosive in train
ଦୀପାବଳି ପୂର୍ବରୁ ରେଳବାଇର ଚେତାବନୀ, ଟ୍ରେନରେ ବାଣ ନେଲେ ଜେଲଦଣ୍ଡ

ଦୀପାବଳି ପୂର୍ବରୁ ବାଣ ବିସ୍ପୋରକ ପଦାର୍ଥ ପରିବହନକୁ କଡାକଡି କଲା ପୂର୍ବତଟ ରେଳପଥ । ଟ୍ରେନରେ ଏପରି ପଦାର୍ଥକୁ ପରିବହନ ନକରିବାକୁ ଏକ ସ୍ବତନ୍ତ୍ର ଅଭିଯାନ କରିଛି ପୂର୍ବତଟ ରେଳବାଇ ।

ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଟ୍ରେନରେ ଯେପରି ଭାବରେ ବିସ୍ପୋରକ ଦ୍ରବ୍ୟ ପରିବହନ ନହୁଏ ସେନେଇ ଚେତାବନୀ ଦେଇଛି ପୂର୍ବତଟ ରେଳବାଇ । 1989 ଆକ୍ଟ ଅନୁସାରେ ଟ୍ରେନରେ ଏପରି ଦ୍ରବ୍ୟ ପରିବହନ କରୁଥିଲେ 3ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ବିଧାନ ରହିଛି । ଏଥିପାଇଁ ସମସ୍ତ ଯାତ୍ରୀଙ୍କୁ ମଧ୍ୟ ଅବଗତ କରାଯାଇଛି ।

ଯଦି କୌଣସି ଯାତ୍ରୀ ଏପରି କିଛି ଦେଖନ୍ତି ତେବେ ନିକଟସ୍ଥ ଅଧିକାରୀଙ୍କୁ ଜଣାଇବା ପାଇଁ ଅନୁରୋଧ କରିଛି ପୂର୍ବତଟ ରେଳପଥ । ଏହାକୁ ନେଇ ରେଳବାଇ ପକ୍ଷରୁ ସାଧାରଣ ଲୋକଙ୍କ ଏକ 182 ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ବିସ୍ପୋରକ ପଦାର୍ଥ ପରିବାହନ କୁ ନେଇ କଡ଼ାକଡ଼ି ହେଲା ପୂର୍ବତଟ ରେଳବାଇ

ଦୀପାବଳି ପୂର୍ବରୁ ବାଣ ବିସ୍ପୋରକ ପରିବାହନ କୁ ନେଇ କଡା କଡୀ କଲା ପୂର୍ବତଟ ରେଳ ପଥ। ଟ୍ରେନ ରେ ଏପରି ପଦାର୍ଥକୁ ପରିବହନ ନ କରିବାକୁ ଏକ ସ୍ୱତନ୍ତ୍ର ଅଭିଯାନ କରିଛି ପୂର୍ବତଟ ରେଳବାଇ।

Body:

ପୂର୍ବତଟ ରେଳବାଇ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଟ୍ରେନ ରେ ଯେପରି ଭାବରେ ବିସ୍ପୋରକ ଦ୍ରବ୍ୟ ପରିବହନ ନକରିବାକୁ ଚେତାବନୀ ଦେଇଛି ପୂର୍ବତଟ ରେଳବାଇ। ଆକ୍ଟ ୧୯୮୯ ଅନୁସାରେ ଟ୍ରେନ ରେ ଏପରି ଦ୍ରବ୍ୟ ପରିବହନ କରୁଥିଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ବିଧାନ ରହିଛି। ଏଥିପାଇଁ ସମସ୍ତ ଯାତ୍ରୀଙ୍କୁ ସୂଚାଇ ଦେଉଛନ୍ତ ଯେ ଯେପରି ଟ୍ରେନରେ ଏପରି ମଡ଼ାକ ଦ୍ରବ୍ୟ ପରିବହନ ନ କରିବାକୁ।

ଯଦି କୌଣସି ବ୍ୟକ୍ତି ଏପରି ଦ୍ରବ୍ୟ ପରିବହନ କରୁଥାନ୍ତି ତେବେ ନିକଟସ୍ଥ ଷ୍ଟେସନରେ ଥିବା ଅଧିକାରୀ କିମ୍ବା ଆରପିଏଫ ଓ ଜିଆରପି ଙ୍କୁ ସୂଚନା ଦେଇପାରିବେ। ଏହା ଦ୍ୱରା ଏକ ଯାତ୍ରୀ ବାହି ଟ୍ରେନରେ ଏପରି ବିସ୍ପୋରକ ଦ୍ରବ୍ୟ ପରିବହନ କରୁଥିଲେ ବିପଦ ଅଧିକମାତ୍ରାରେ ରହିଛି। ତେଣୁ ଯଥାସମ୍ଭବ ଯେ କୌଣସି ଯାତ୍ରୀ ଦେଖିଲେ ନିକଟସ୍ଥ ଅଧିକାରୀଙ୍କୁ ଜଣାଇବା ପାଇଁ ଅନୁରୋଧ କରିଛି ପୂର୍ବତଟ ରେଳପଥ।
ଏହାକୁ ନେଇ ରେଳବାଇ ପକ୍ଷରୁ ମଧ୍ୟ ଏକ ୧୮୨ ହେଲ୍ପ ଲାଇନ ନମ୍ବର ସାଧାରଣ ଲୋକଙ୍କୁ ଦିଆଯାଇଛି ।

ଏହାକୁ ପୂର୍ବତଟ ରେଳପଥ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି। ରେଳବାଇ ଅଧିକାରୀ ଓ ଆରପିଏଫ ଓ ଜିଆରପି ମଧ୍ୟରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ସ୍ୱତନ୍ତ୍ର ପ୍ରୟାସ କରିଛି ପୂର୍ବତଟ ରେଳପଥ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.