ETV Bharat / city

Cyclone Jawad: ବାତିଲା ହେଲା 95 ଟ୍ରେନ୍ - ୯୫ ଟ୍ରେନ ବାତିଲ କଲା ରେଳ ବିଭାଗ

ସମ୍ଭାବ୍ୟ ବାତ୍ୟା ଜୱାଦକୁ(Cyclone Jawad) ଆଖି ଆଗରେ ରଖି ବାତିଲ ହେଲା ଟ୍ରେନ(train cancelled) । ବାତ୍ୟା ଜୱାଦ ପାଇଁ ଡିସେମ୍ବର ୩ ଏବଂ ୪ ତାରିଖ ଦିନ ୯୫ଟି ଟ୍ରେନ ବାତିଲ କଲା ରେଳ ବିଭାଗ । ଅଧିକ ପଢନ୍ତୁ

Cyclone Jawad: ସମ୍ଭାବ୍ୟ ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି ୯୫ ଟ୍ରେନ ବାତିଲ

author img

By

Published : Dec 2, 2021, 11:22 AM IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଜୱାଦକୁ(Cyclone Jawad) ଆଖି ଆଗରେ ରଖି ବାତିଲ ହେଲା ଟ୍ରେନ(train cancelled) । ବାତ୍ୟା ଜୱାଦ ପାଇଁ ୯୫ଟି ଟ୍ରେନ ବାତିଲ କଲା ରେଳ ବିଭାଗ । ରେଳଗୁଡିକ ଡିସେମ୍ବର ୩ ଏବଂ ୪ ତାରିଖ ଦିନ ବାତିଲ ରହିବ। ଏନେଇ ପୂର୍ବତଟ ରେଳପଥ(east coast railway) ପକ୍ଷରୁ ସୂଚନା ଦିଆଯାଇଛି ।

Cyclone Jawad: ସମ୍ଭାବ୍ୟ ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି ୯୫ ଟ୍ରେନ ବାତିଲ
Cyclone Jawad: ସମ୍ଭାବ୍ୟ ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି ୯୫ ଟ୍ରେନ ବାତିଲ

ଏବେ ସକ୍ରିୟ ହେଉଛି ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ । ଓଡ଼ିଶା ଉପକୂଳ-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟା ଜୱାଦ କେନ୍ଦ୍ରୀଭୂତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିବାରୁ ରେଳ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୯୫ଟି ରେଳକୁ ବାତିଲ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.