ETV Bharat / city

ମାଓ ମୁକାବିଲା ନେଇ ସମୀକ୍ଷା: ଓଡିଶା ଗସ୍ତରେ MHAର ସୁରକ୍ଷା ପରାମର୍ଶଦାତା - ଓଡିଶା ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରାଳୟ

ଓଡିଶା ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ବିଜୟ କୁମାର ଓ ସିଆରପିଏଫ ଡିଜି । କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରରେ ମାଓ କାର୍ଯ୍ୟକଳାପ ଏବଂ ମାଓ ମୁକାବିଲା ନେଇ ପଦକ୍ଷେପ ଉପରେ ଆଲୋଚନା ହୋଇଛି ।

ଓଡିଶା ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ସୁରକ୍ଷା ପରାମର୍ଶଦାତା ବିଜୟ କୁମାର

author img

By

Published : Oct 3, 2020, 4:37 PM IST

Updated : Oct 3, 2020, 5:12 PM IST

ଭୁବନେଶ୍ବର: ଓଡିଶା ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ବିଜୟ କୁମାର ଓ ସିଆରପିଏଫ ଡିଜି । ଓଡିଶା ଗସ୍ତରେ ଆସି ରାଜ୍ୟରେ ମାଓ ମୁକାବିଲା ଏବଂ ମାଓ ଗତିବିଧି ଓ କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୋଲିସ ଡିଜି ଅଭୟ ଓ ଗୁଇନ୍ଦା ନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ମାଓ ମୁକାବିଲା ନେଇ ସମୀକ୍ଷା: ଓଡିଶା ଗସ୍ତରେ MHAର ସୁରକ୍ଷା ପରାମର୍ଶଦାତା

କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରରେ ମାଓ କାର୍ଯ୍ୟକଳାପ ଏବଂ ମାଓ ମୁକାବିଲା ନେଇ ପଦକ୍ଷେପ ଉପରେ ଆଲୋଚନା ହୋଇଛି । ଏହା ସହ ଏହି 3ଟି ଜିଲ୍ଲାରେ ମାଓ ରଣନୀତି ଆଗକୁ କିପରି ରହିବ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ କେତେ ମାତ୍ରାରେ ମୁତୟନ ରହିବେ ସେ ନେଇ ଆଲୋଚନା ହୋଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Oct 3, 2020, 5:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.